ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ କୂଳରୁ ଅଜଣା ଵୃଦ୍ଧା ଉଦ୍ଧାର

ମୟୂରଭଞ୍ଜ -୧୯/୮ ( ମସିହା)ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ଵନ୍ତଳୀ ଗ୍ରାମ ନିକଟ ନଦୀ କୂଳରୁ ଏକ ଅଜଣା ବୃଦ୍ଧା ବସିଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ ଓ୍ବାର୍ଡ ମେମ୍ବର ଧନଞ୍ଜୟ ମାରାଣ୍ଡି । ଧନଞ୍ଜୟ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଶ୍ରୀମତୀ କୁନୀ ହାଁସଦାଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକେ ଲଖାଇ ମୁର୍ମୁ, ସାମାଜିକ ସୁରକ୍ଷା ଅଧିକାରୀ ଧନଞ୍ଜୟ ପାଟବନ୍ଧା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଂକୁ ଉଦ୍ଧାର କରିବା ସହ ଵିଡିଓ ଶ୍ରୀ ଯୋଗରଂଜନ ନାୟକଙ୍କୁ ଜଣାଇ ଵୃଦ୍ଧାଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ପରିଚୟ ମିଳି ପାରିନାହିଁ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ

masiha

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Felicitation ceremony of Odisha Rastravadi Sangha.

Sunil Chandra Nayak

Leave a Comment

error: Content is protected !!