ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଶୁର ଗାଁରେ ଜୋଇଁ ର ଆତ୍ମହତ୍ୟା

 ମୟୂରଭଞ୍ଜ -୨୦/୮ ( ମସିହା)ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଆର୍ଥିକ ଅନାଟନ ହେଉ ବା ପାରିବାରିକ ମାନସିକ ନିର୍ଯ୍ୟାତନା ହେଉ ଆତ୍ମହତ୍ୟା ହିଁ ଶେଷ ନିଷ୍ପତ୍ତି ଭାବି ଅମୂଲ୍ୟ ଜୀବନ ହାରି ଦେଉଛନ୍ତି । ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ଵୁଡାମରା ଗ୍ରାମର ରାଉତୁ ନାଏକଙ୍କ ଜାମାତା ବୈଦ୍ୟନାଥ ଵାନରା (୨୦) ଗାଁ ପାଖ ଜାମୁ ଗଛରେ ଶନିବାର ଦିନ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା କେଶ ନମ୍ବର ୧୪/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତ ବୈଦ୍ୟନାଥ ବାନରା ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ରାମହରି ପଞ୍ଚାୟତର ହାତନଵେଡା ଗ୍ରାମ ।ଦୁଇମାସ ହେଲା ବିଚରା ବୈଦ୍ୟନାଥ ଶଶୁର ଘରେ ରହି ଆସୁଥିଲା । କେଉଁ ପରିସ୍ଥିତିରେ ବୈଦ୍ୟନାଥ ଜୀବନ ହାରିଲା ତାହା ତଦନ୍ତ ସାପେକ୍ଷ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବେଆଇନ IMFL କାରବାର ଉପରେ ସଦର ପୋଲିସର ଚଢ଼ାଉ, ଅଭ୍ୟାସଗତ ଅପରାଧୀ ଗିରଫ

Sunil Chandra Nayak

ବାଲିଗୁଡା ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଓଲମା ଗ୍ରାମରେ ସଶସ୍ତ୍ର ଡକାୟତି, ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!