ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମ ବାର୍ଷିକ ପାଳିତ

ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମହମ୍ମଦ ସାହେବ ଓ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ଙ୍କ ନେତୃତ୍ୱରେ ଆଧୁନିକ ଭାରତ ର ନିର୍ମାତା, ପୂର୍ବତନ ପ୍ରଧାନ ମନ୍ତ୍ରୀ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୯ତମ ଜନ୍ମ ବାର୍ଷିକରେ ଛାତ୍ର ଛାତ୍ରୀ ମାନଙ୍କୁ “ପଢେଗା ଇଣ୍ଡିଆ , ବଢ଼େଗା ଇଣ୍ଡିଆ ସ୍ଲୋଗାନ” ଦେଇ ଖାତା, କମ୍ପାସ ବକ୍ସ,ପେନ୍ ସବୁ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ କଂଗ୍ରେସ ନେତା ଶ୍ରୀଯୁକ୍ତ ଉତ୍ସବ ସାହୁ, ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ପରମା ନନ୍ଦ ମାଝୀ, ପିସିସି ସମ୍ପାଦକ ଜୟଦେବ ନାଏକ, ସଦର ବ୍ଲକ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବେଣୁ ପାଣି ଦୁର୍ଗା, ଟାଉନ ଉପ ସଭାପତି ପ୍ରିତମ ବେହେରା, ବାବା ଆଲି ଖାଁ, ଜ୍ୟୋତିର୍ମୟୀ ବାଗ, ଛାତ୍ର କଂଗ୍ରେସ ଉପସଭାପତି ପାୟଲ ନାଏକ, ପିଣ୍ଟୁ ଅଗ୍ରୱାଲ, ଶକ୍ତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ

Sunil Chandra Nayak

ବ୍ରିଜରୁ ଖସିପଡ଼ିଲା ହାଇବା ଗାଡି ! ଡ୍ରାଇଭର, ହେଲଫର ଗୁରୁରର

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

masiha

Leave a Comment

error: Content is protected !!