ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମୁସି ସେବାଶ୍ରମ ରେ ପିତା ମାତା ସହ ଭାଗିତା ବୈଠକ ଅନୁଷ୍ଠିତ

କୁମୁସି ସେବାଶ୍ରମ ରେ ପିତା ମାତା ସହ ଭାଗିତା ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ )13/9/23 // ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସି ସେବାଶ୍ରମ, ଆଜି ପିତା ମାତା ସହ ଭାଗିତା ବୈଠକ ଅନୁଷ୍ଠିତ ହୋଇଛି, ଏଥିରେ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ,ନାଚ ଗୀତ ଶିକ୍ଷାଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅଭିଭାବକ, ସରପଞ୍ଚ, ବଳରାମ ନାଏକ ସମିତି ସଭ୍ୟ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ତହସିଲଦାର, ଶୁଭ୍ରାଂଶୁ ପଟେଲ, ବ୍ଲକ ସଂପ୍ରସାରଣ ଅଧିକାରୀ ବିଶ୍ବପ୍ରଞ୍ଜା, ସ୍ବାଇଁ, କୁମୁସି ସେବାଶ୍ରମ ପ୍ରଧାନ ଶିକ୍ଷକ, ଶଙ୍କର୍ଷଣ ପ୍ରଧାନ, ସ୍କୁଲର ଚେୟାରମ୍ୟାନ, ରଞ୍ଜିତ ବେହେରା, ଉପସ୍ଥିତ ରହି କାର୍ଯ୍ୟ କ୍ରମରେ ଯୋଗଦାନ୍ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ନାଚ ଗୀତ ର ପ୍ରତିଯୋଗିତା, ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ, ଟ୍ରଫି ପ୍ରଦାନ କରାଯାଇଥିଲା,ଉତମ ମାନର ଶିକ୍ଷାଦାନ,ସହ, ସ୍କୁଲ ଉର୍ଣ୍ଣତ କରଣ ଜନ ସାଧାରଣ ଦାବି କରିଥିଲେ ଏହି, ପ୍ରସ୍ତାବ ରେ, ବ୍ଲକ ସଂପ୍ରସାରଣ ଅଧିକାରୀ, ବିଶ୍ବପ୍ରଞ୍ଜା ସ୍ବାଇଁ, ତହସିଲଦାର, ଶୁଭ୍ରାଂଶୁ ପଟେଲ, ଯଥା ଶୀଘ୍ର ଉର୍ଣ୍ଣତ କରଣ କରିବାକୁ ଉତ୍ତର ଦେଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

Sunil Chandra Nayak

ଜାତୀୟ ଆଇନ୍ ସେବା ଦିବସ ପାଳିତ

Sunil Chandra Nayak

ଶ୍ରୀ ମହାବୀର ଯୁବ ପରିଷଦର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ “ମହାବୀର ଉଦ୍ୟାନ” ସ୍ଥାପନ 

masiha

Leave a Comment

error: Content is protected !!