ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତେଇ ଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଏକ ବୈଠକ

ମୋହନଗିରୀ:୨୭/୦୮ – (ମନିସ):- ଗତ ତା ୨୫/୦୮/୨୦୨୩ ରିଖ ଶୁକ୍ରବାର ଦିନ ପଣ୍ତାପଦର ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଠାରେ ଉତ୍ତେଇଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ ପକ୍ଷରୁ ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତେଇଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ମଦନପୁର ରାମପୁରର କର୍ମକର୍ତ୍ତା ଯୋଗଦେଇ ଚାଷୀ ତାଙ୍କର ଚାଷରୁ କେମିତି ଆହୁରି ଅଧିକ ଉତ୍ପାଦନ କରି ଲାଭବାନ ହୋଇପାରିବ ସେ ସମ୍ପର୍କରେ ଶ୍ରୀକାନ୍ତ ହୋତା (ମୁନାବାବୁ) ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଭିନ୍ନ ପନିପରିବା କିପରି ଭାବରେ ଅଧିକଉତ୍ତେଇ ଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଏକ ବୈଠକ ଉତ୍ପାଦନ କରିବେ ଓ ତାହାକୁ ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ ଏତତ୍ ବ୍ଯତିତ କିଟନାଶକ ଔଷଧ ଓ ସାର ସରକାରୀ ସୁଲଭ ମୂଲ୍ୟରେ ଚାଷୀ ପାଇପାରିବେ ବୋଲି ସରବେଡା,ପଣ୍ତାପଦର, ତେଜିପଡା ଗ୍ରାମ ଉପସ୍ଥିତ ଚାଷୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଏହି କାର୍ଯ୍ଯକ୍ରମରେ କମ୍ପାନୀର କର୍ମକର୍ତ୍ତା ଓ ଶତାଧିକ ଚାଷୀ ଯୋଗଦାନ କରିଥିଲେ।

ମୋହନଗିରୀ ରୁ ସୁଭାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

Sunil Chandra Nayak

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

Sunil Chandra Nayak

Leave a Comment

error: Content is protected !!