ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡିର ଗୁଣୁପୁର ରେ ଜୋରଦାର ବାଇକ୍ ରାଳି

ରାୟଗଡ଼ା – ତା ୨୨/୦୩ ଗୁଣୁପୁର ସହର ଆଜି ପୌର ନିର୍ବାଚନ ଅନ୍ତିମ ଦିନରେ ଆଜି ଉଠି ଥିଲା ଓ ପଡୁଥିଲା।ଆଜି ପୌର ନିର୍ବାଚନ ପ୍ରଚାର ଶେଷ ଦିନରେ ଦେଖିବାକୁ ମିଳିଥିଲା ଘମାଘୋଟ ଲଢେଇ ଓ ଜୋରଦାର ପ୍ରଚାର। ବିଜେଡି ଦଲର ଯୁବ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଆଜି ଆୟୋଜିତ ହେଇଥିଲା ବୃହୁତ୍ କାଇକ ରାଲି।

ବିଜେଡି ପ୍ରଚାରର ମଙ୍ଗ ଧରି ଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଓ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ। ତାଙ୍କ ସହିତ ଥିଲେ ବିଜେଡିର ପୌର ପରିଷଦର ଅଧ୍ୟକ୍ଷା ପାର୍ଥୀନୀ ଶ୍ରୀମତୀ ସଂଯୁକ୍ତା ସାହୁ । ବିଜୁ ଜନତା ଦଳ ସମର୍ଥିତ ଗୁଣୁପୁର ପୋୖର ଅଧ୍ୟକ୍ଷ ପ୍ରାର୍ଥୀନୀ ଏବଂ ସମସ୍ତ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀକୁ ଶତ ପ୍ରତିଶତରେ ବିଜେଡିକୁ ଜିତାଇବାକୁ କରିଥିଲେ ନିବେଦନ।

ଏ ହି ବାଇକ୍ ରାଲି ଟା ଗୁଣୁପୁର ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଇ ପୁରା ଗୁଣୁପୁର ସହର ପରିଦଦର୍ଶନ କରିଥିଲା 

ତା ୨୪/୩/୨୦୨୨ ରିଖ ଦିନ ଗୁଣୁପୁରରେ ଭୋଟ ଗ୍ରହଣ ହେବ ଓ ପୋୖର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ଦଣ୍ଡପାଟ ଅଞ୍ଚଳରେ ଦାଦନ ଙ୍କ କରୁଣ କାହାଣୀ , ଗାଁ କୁ ଫେରିଲା ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ

Sunil Chandra Nayak

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

Sunil Chandra Nayak

ଗନ୍ଦିଆ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!