ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡିର ଗୁଣୁପୁର ରେ ଜୋରଦାର ବାଇକ୍ ରାଳି

ରାୟଗଡ଼ା – ତା ୨୨/୦୩ ଗୁଣୁପୁର ସହର ଆଜି ପୌର ନିର୍ବାଚନ ଅନ୍ତିମ ଦିନରେ ଆଜି ଉଠି ଥିଲା ଓ ପଡୁଥିଲା।ଆଜି ପୌର ନିର୍ବାଚନ ପ୍ରଚାର ଶେଷ ଦିନରେ ଦେଖିବାକୁ ମିଳିଥିଲା ଘମାଘୋଟ ଲଢେଇ ଓ ଜୋରଦାର ପ୍ରଚାର। ବିଜେଡି ଦଲର ଯୁବ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଆଜି ଆୟୋଜିତ ହେଇଥିଲା ବୃହୁତ୍ କାଇକ ରାଲି।

ବିଜେଡି ପ୍ରଚାରର ମଙ୍ଗ ଧରି ଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଓ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ। ତାଙ୍କ ସହିତ ଥିଲେ ବିଜେଡିର ପୌର ପରିଷଦର ଅଧ୍ୟକ୍ଷା ପାର୍ଥୀନୀ ଶ୍ରୀମତୀ ସଂଯୁକ୍ତା ସାହୁ । ବିଜୁ ଜନତା ଦଳ ସମର୍ଥିତ ଗୁଣୁପୁର ପୋୖର ଅଧ୍ୟକ୍ଷ ପ୍ରାର୍ଥୀନୀ ଏବଂ ସମସ୍ତ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀକୁ ଶତ ପ୍ରତିଶତରେ ବିଜେଡିକୁ ଜିତାଇବାକୁ କରିଥିଲେ ନିବେଦନ।

ଏ ହି ବାଇକ୍ ରାଲି ଟା ଗୁଣୁପୁର ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଇ ପୁରା ଗୁଣୁପୁର ସହର ପରିଦଦର୍ଶନ କରିଥିଲା 

ତା ୨୪/୩/୨୦୨୨ ରିଖ ଦିନ ଗୁଣୁପୁରରେ ଭୋଟ ଗ୍ରହଣ ହେବ ଓ ପୋୖର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ପାରିବାରିକ ଭାଦ୍ର ପରିକ୍ରମା ସତସଙ୍ଗର ଅନ୍ତିମ ଦିବସରେ ସତସଙ୍ଘ ଦେଲେ ଖଗେସ୍ଵର ଭାଇଙ୍କ ପରିବାର

Sunil Chandra Nayak

ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ,ବାଳକ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ ସପ୍ତମ ଦିବସରେ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!