ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡ଼ାରେ ସ୍ୱାମୀ ସ୍ତ୍ରୀ ମୃତ

ନୂଆପଡା-ବିଶାକ୍ତ ସାପ କାମୁଡା ରେ ସ୍ବାମି ସ୍ତ୍ରୀ ମ୍ରୁତ,ଅଳ୍ପକେ ବର୍ତ୍ତିଲା ୧୩ ମାସ ର ଶିଶୁ । ନୂଆପଡା ମୂଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ମ୍ରୁତ ଘୋଷଣା କଲେ ଡାକ୍ତର । ମାଁ କ୍ଷୀର ଖାଇ ଅସୁସ୍ଥ ରହିଥିବା ଶିଶୁ ର ଚାଲିଛି ଚିକିତ୍ସା । ମ୍ରୁତକ ବରଗଡ ଜିଲ୍ଲା ପାଇକମାଲ ଥାନା ଝିଟକି ଗ୍ରାମର ଶଙ୍କର ପ୍ରଧାନ ଓ ଶାନ୍ତି ପ୍ରଧାନ । ସମସ୍ତେ ଗତକାଲି ରାତିରେ ଘରେ ଖଟରେ ଶୋଇଥିବା ବେଳେ ସାପ କାମୁଡିଥିଲା । ପ୍ରଥମେ ଗୁଣି ଗାରେଡି କରିବା ସହ ଅସୁସ୍ଥତା ବଢିବାରୁ ଅଧିକ ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟ କୁ ଆଣିଥିବା ସୁଚନା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉଦଘାଟନ ହେଲା ଉମରକୋଟ ରେ ନୂଆ ଚର୍ଚ୍ଚ

Sunil Chandra Nayak

ନାରାଣପୁର ଉଚ୍ଚବିଦ୍ୟାଳୟରେ ଶିଶୁ ମହୋତ୍ସବ’ ସୁରଭି କାର୍ଯ୍ୟକ୍ରମ 

Sunil Chandra Nayak

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସଭାପତି

Sunil Chandra Nayak

Leave a Comment

error: Content is protected !!