ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟରସାଇକେଲ ଓ ସାଇକେଲ ଦୁର୍ଘଟଣା ୨ଆହତ

ଡାବୁଗାଁ, 26/11 (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପାଖରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ମୋଟରସାଇକେଲ ଓ ସାଇକେଲ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ :- ଡାବୁଗାଁ ଥାନା ଅଧୀନ ଝାଲିଆଗୁଡ଼ା ଗ୍ରାମର ଜଗଦୀଶ ଭତ୍ରା (୨୫) ମୋଟର ସାଇକେଲ ନଂ ଓଡ଼ି ୨୪ସି ୦୬୨୦ ଯୋଗେ କୌଣସି କାମରେ ଡାବୁଗାଁ ଆସୁଥିବା ସମୟରେ ସେହି ଦିଗରୁ ଆଦର୍ଶ ବିଦ୍ୟାଳୟ ରୁ ନିଜ ଘର ଭେଲୁଆବାଡି କୁ ଏକ ସାଇକଲ ଯୋଗେ ଫେରୁଥିବା ସୁନିତା ସୌରା (୩୮) ଧକ୍କା ହେବା ଫଳରେ ସୁନିତା ଓ ଜଗଦୀଶ ଉଭୟେ ରାସ୍ତା ଉପରେ ପଡ଼ିରହିଥିଲା । ପରେ ଡାବୁଗାଁ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କହିଥିଲେ । ଉକ୍ତ ଘଟଣା କୁ କେନ୍ଦ୍ର କରି ଡାବୁଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଇଟିଡ଼ିଏ ଯୋଗାଉଛି ପ୍ରୋତ୍ସାହନ – ୫୦ ଏକର ଜମିରେ ମକା ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଜାମଦା ଚାଷୀ

Sunil Chandra Nayak

କବିତା – କେହି ରହି ନାହିଁ ରହିବେ ନାହିଁ

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ହିସାବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort