ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଏନ.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଜୁନାଗଡ଼,୩୧/୮(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନଗରପାଳ ମୁକେଶ ଅଗ୍ରୱାଲ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ନଗରପାଳ ହିମାଦ୍ରୀ ନାଏକ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ ,ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରିଙ୍କ ସମେତ କାଉନସିଲର ମାନେ ମଞ୍ଚାସିନ ଥିଲେ।

ଏହି ଅବସରରେ ପୂର୍ବତନ ଓ ବର୍ତମାନର ଏନ. ଏ. ସି କର୍ମଚାରୀ ଏବଂ ସଫେଇ କର୍ମଚାରୀ ଙ୍କୁ ଉଲ୍ଲେଖନୀୟ ଅବଦାନ ଟିଭି ପାଇଁ ପୁରସ୍କୃତ କରାଯାଇଥିଲା।ସଭା କାର୍ଯ୍ୟ କୁ ଗ୍ରନ୍ଥାଗାରିକ କନ୍ଦର୍ପ ଗୁରୁ ପରିଚାଳନା କରିଥିଲେ ଆଜି କାର୍ଯ୍ୟକ୍ରମରେ ଏନଏସି କର୍ମଚାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

Sunil Chandra Nayak

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ୫-ଏନଆଇଏସଏମ ଫାଇନାସିଆଲ ଲିଟ୍ରେସୀ ଫର ୟୁଥ ର ଏକ ୧୦ ଘଣ୍ଟିଆ ସେମିନାର

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

masiha

Leave a Comment

error: Content is protected !!