ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଝରୀ କାନ୍ଦୁଲଡଙ୍ଗରି ଗାଁ ର ଜଣେ ଝିଅ ବିଷାକ୍ତ ଫଳ ଖାଇ ଆତ୍ମହତ୍ୟା. :-କାରଣ ଅସ୍ପଷ୍ଟ

ଗୋଳାମୁଣ୍ଡା/ମସିହା/ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାନ୍ଦୁଲଡଙ୍ଗରି ଗ୍ରାମର ଜଣେ ଯୁବତୀ ବିଷକ୍ତ ଫଳ ଖାଇ ଆତ୍ମହତ୍ୟା କରିଛନ୍ତି.ମୃତ୍ ଯୁବତୀ ଜଣକ ହେଲେ କାନ୍ଦୁଲଡଙ୍ଗରି ଗ୍ରାମର ଜଗମୋହନ ଅଘରିଆ ଙ୍କ ଝିଅ ସୁମିତ୍ରା ବୟସ (22). ସୂଚନା ଯେ ଘରେ କେହି ନ ଥିବା ସମୟରେ ଆଜି ସକାଳ 9 ଟା ସମୟରେ ଏକ ବିଷକ୍ତ ଫଳ ଖାଇ ଆତ୍ମହତ୍ୟା କରିଛନ୍ତି. ଚିକିତ୍ସା ପାଇଁ ପରିବାର ଲୋକେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ଆଣିଲା ପରେ ସେଠାରେ ଡାକ୍ତର ମୃତ୍ ଘୋଷଣା କରିଥିଲେ. ତେବେ କଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ସନ୍ଧେହ ଉପୁଜିଛି।ବର୍ତ୍ତମାନଗୋଲାମୁଣ୍ଡା ପୋଲିସ ଧର୍ମଗଡ଼ ଡାକ୍ତର ଖାନା କୁ ଆସି ଶବ ଜବତ କରିବା ସହ ud case 6/2022 ରେ ଏକ ଅପମୃତ୍ୟୁ ମାମଲା ରେ କେଶ କରି ତଦନ୍ତ ଆରମ୍ଭ କରିଛନ୍ତି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁ ର କାରଣ ଜଣାପଡିବ ବୋଲି ତଦନ୍ତ କାରୀ ପୋଲିସ ପ୍ରକାଶ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ବିଦ୍ୟା ଧର ସାହୁ ଙ୍କ ଉପସ୍ଥାପନା ଆଜି ଦୀପାବଳି…

Sunil Chandra Nayak

ଫଟକି ଆଦର୍ଶ ବିଦ୍ୟାଳୟ ରେ ନାହିଁ ବାଳକ ଛାତ୍ରlବାସ, ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଘାଟି ରାସ୍ତା ସହ ଯିବାକୁ ପଡୁଛି 40 କିମି 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

Leave a Comment

error: Content is protected !!