ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ତିନି ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନେ ବ୍ଲକ ଉପାଧକ୍ଷ ରୂପ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ନୂଆପଡା ରେ ଦିଲୀପ ନିର୍ମାଲକର, ଖଡ଼ିଆଳ ରେ ଗୌତମ ତାଣ୍ଡି, ସିନାପାଳିରେ ମିନାକ୍ଷୀ ଘିବେଲା କୋମନା ରେ ଜୟଦେବ ପ୍ରଧାନ, ବୋଡେ଼ନ ରୁ ସଂଗୀତା ମାଝି ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ପାଞ୍ଚ ଗୋଟି ବ୍ଲକ ଉପାଧ୍ୟକ୍ଷ ମଧରୁ ତିନି ଗୋଟି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଦୁଇ ଜଣ ବିଜେଡି ସମର୍ଥିତ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖଡ଼ିଆଳ ବ୍ଲକ ପାର୍ବତ୍ୟାଅଞ୍ଚଳ ରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ବ୍ଲକ ପ୍ରଶାସନ

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ , ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Sunil Chandra Nayak

Leave a Comment

error: Content is protected !!