ଗୁଡ଼ାରୀ– ତା ୨୨/୦୩ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନର ଅନ୍ତିମ ଦିନରେ ବିଜେଡ଼ି ପକ୍ଷ୍ୟରୁ ଡୋର ଟୁ ଡୋର ପ୍ରଚାର।
୧୧ ଗୋଟି ୱାର୍ଡ କୁ ନେଇ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ଗଠନ। ୧୧ଟା ୱାର୍ଡ ରୁ ବିଜେଡ଼ି ନିଦ୍ୱନ୍ଦ୍ରେ ୯ ନଂ ୱାର୍ଡ ଜିତି ସାରିଛି। ଆଉ ବାକି ୧୦ଟା ୱାର୍ଡର ଆସନ୍ତା ୨୪/୦୩ ତାରିଖରେ ହେବ ନିର୍ବାଚନ। ବିଜେଡିର ଅଧ୍ୟକ୍ଷା ପାର୍ଥିନୀ ଶ୍ରୀମତି ସରମିତା ଶବର ଛିଡା ହେଇଛନ୍ତି।
ଦିନକ ପରେ ବିଜ୍ଞାପିତ ଅଂଚଳ ନିର୍ବାଚନ ହେବାକୁ ଯାଉଥିବାରୁ , ଏଥର ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ କିଏ ବାଜିମାତ କରୁଛି। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।