ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତ୍ରିଲୋଚନ ପାଣିଗ୍ରାହି , ଏକ ସଂକ୍ଷିପ୍ତ ବିବରଣୀ 

 ତ୍ରିଲୋଚନ ପାଣିଗ୍ରାହି , ଏକ ସଂକ୍ଷିପ୍ତ ବିବରଣୀ 

ଯୁବ ନେତା ତ୍ରିଲୋଚନ ପାଣିଗ୍ରାହି , ଜଣେ ସୁଧି ବକ୍ତା, ସୁସଂଗଠକ ଓ ନିଃସ୍ଵାର୍ଥପର ଭାବେ ଗରିବ ଙ୍କ ପାଇଁ ଲଢେ଼ଇ କରୁଥିବା କଳାହାଣ୍ଡି ମାଟି ର ଜଣେ ଜଣାଶୁଣା ନାମ।

  ସେ 2001 ରେ ଛାତ୍ର ରାଜନୀତି ରେ ସାମିଲ ହୋଇ ବିଶ୍ୱ ର ସର୍ବ ବୃହତ ଆଦିବାସୀ ଅଧିକାର ନିୟମ ଗିରି ସୁରକ୍ଷା ଆନ୍ଦୋଳନ ରେ ସାମିଲ ହୋଇ ବେଦାନ୍ତ ବିରୋଧ ରେ ସାମିଲ ହୋଇ 2005 ରେ ବିଧାନ ସଭା ଭିତରେ ଗ୍ୟାଲେରୀ ରୁ ବେଦାନ୍ତ ବିରୋଧ ସ୍ୱର ଉତୋଳନ କରି ଜେଲ ଯାଇ ଥିଲେ।

ପରେ 2001 ରୁ 2007 ପର୍ଯ୍ୟନ୍ତ ସରକାରୀ ମହାବିଦ୍ୟାଳୟ ରେ ଛାତ୍ର ମାନଙ୍କ ଅଧିକାର, ମହାବିଦ୍ୟାଳୟ କୁ ସ୍ୱୟଂ ସହାୟକ କରିବା, ବିଶ୍ୱ ବିଦ୍ୟାଳୟ ର ମାନ୍ୟତା, ଶିକ୍ଷକ ନିଯୁକ୍ତି ପାଇଁ ଲଢେଇ କରି ସଭାପତି ରୁ ନେଇ କଲେଜ ରେ ବିଭିନ୍ନ ପଦପଦବୀ ରେ ଛାତ୍ର ସଂସଦ ରେ ଥିଲେ। ପରେ 2007 ରେ କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି,2008-2009 ରେ ବଲାଙ୍ଗୀର law କଲେଜ ସଭାପତି,2009-2013 ଜିଲ୍ଲା ଯୁବ କଂଗ୍ରେସ ସଭାପତି,2013-2006 ନିର୍ବାଚନ ପକ୍ରିୟା କଳାହାଣ୍ଡି ସାଂସଦ କ୍ଷେତ୍ର ସାଧାରଣ ସମ୍ପାଦକ ନିର୍ବାଚିତ,2020-2023 ପର୍ଯ୍ୟନ୍ତ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଓ ସୁଦୂର ଆଦିବାସୀ ଆଦୁଷିତ ଅଂଚଳ ସୁନ୍ଦରଗଡ଼ ଇନଚାର୍ଜ ଓ ପିସିସି ଦ୍ୱାରା ରାୟଗଡା ଇନଚାର୍ଜ ଓ ବର୍ତମାନ ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି।

ଜିଲ୍ଲା ର ବିଭିନ୍ନ ଆନ୍ଦୋଳନ ସହ ବସ୍ତି ଆନ୍ଦୋଳନ ରେ ଜଣେ ସକ୍ରିୟ ଆଗ ଧାଡି ର ଆନ୍ଦୋଳନକାରି ଭାବରେ ପରିଚିତ ତାଙ୍କ ମତ ରେ ପ୍ରଥମେ ମାଟି ପରେ ପାଟି ର ନାରା ଦେଇ ସେ ଲୋକ ଙ୍କ ସହ ଜଡିତ ରହନ୍ତି।

ଭକ୍ତ ଚରଣ ଦାସ, ଶରତ ପଟନାୟକ, ବିଜୟ ପଟନାୟକ, ସାଗର ଦାସ, ଭାରତ ବେମାଲ ଙ୍କ ସେ ଅତି ଘନିଷ୍ଠ, ବିଶ୍ୱାସୀ ଓ ପାଖୁଆ ଯୁବ ନେତା ବାହାବରେ ପରିଚିତ।

ତ୍ରିଲୋଚନ ପାଣିଗ୍ରାହୀ ଜଣେ ଆଇନ ଜୀବି ଓକିଲ ମଧ୍ୟ୍ୟ ସେ 2010 ରୁ ଆଜି ପର୍ଯ୍ୟନ୍ତ ଭବାନୀପାଟଣା ବାର କୋର୍ଟ ର ଜଣେ ଶୃଙ୍ଖଳିତ ସଦସ୍ୟ

ମସିହା ନିୟୂଜ୍ ସର୍ଭିସ୍ 

Related posts

ମହାବିଦ୍ଯାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଇରଙ୍ଗପୁର କଲେଜରେ ଅଖିଳ ଭାରତୀୟ ଛାତ୍ର ସଂଘର ରଣ ହୁଙ୍କାର ଓ ପ୍ରତିବାଦ 

masiha

ଆମପାଣି ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକ

Sunil Chandra Nayak

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!