ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ 

ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଦୂର୍ଗା ପୂଜା ମଣ୍ଡପ ଠାରେ ଚଳିତ ବର୍ଷ ଦୁର୍ଗା ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଳିତ ବର୍ଷ କିପରି ସୂଚାରୁ ରୂପେ ପାଳନ କରାଯିବ ସେ ନେଇ ନୂତନ କମିଟି ଗଠନ କରଯାଇଥିଲା | ଏଥିରେ ସଭାପତି ଭାବେ ଜି. ଗୋପାଳକୃଷ୍ଣ ରାଓ, ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଏମ. ସୂର୍ଯ୍ୟନାରାୟଣ ଶୁବୁଦ୍ଧି, ସଭ୍ୟ ଭାବେ ଦିବ୍ୟରଞ୍ଜନ ରାୟପାତ୍ର, ରମକୁମାର ଗଣ୍ଡ, ବିନୋଦ ସୌରା, ରାଜେଶ ଅଗ୍ରୱାଲ, ଜି. ସାଇରାଜୁ, ଏମ. ବୁଲୁ ରାଓ, ଏମ୍. ଆପ୍ପା ରାଓ, କୈଳାସ ଚନ୍ଦ୍ର ବିଶୋଇ, ଆଶୁତୋଷ ଜେନା, ବଲ୍ଲଭନାରାୟଣ ପଣ୍ଡା, ଗୁପ୍ତ ବିଶୋଇ, କୁନୁ ପାତ୍ର, ଡି. ଚନ୍ଦ୍ରଶେଖର ରାଓ, ସତ୍ୟରଞ୍ଜନ ରାୟପାତ୍ର, ଦିବାନ ସିଂ, ବିକାଶ ରଞ୍ଜନ ନିଶଙ୍କ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ଚନ୍ଦ୍ର ବେହେରା, ଟିଟୁ ଜେନା ଙ୍କ ସମେତ ପ୍ରାୟ ୪୦ ରୁ ଊର୍ଦ୍ଧ୍ଵ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ପ୍ରଥମ ସ୍ଥାନ

Leave a Comment

error: Content is protected !!