ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

ନର୍ଲ :(ମସୀହା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ କୁରମେଲ ଗ୍ରାମ ପଞାୟତ ଗୋରକେଲ ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି,ବେଦାନ୍ତ ପିସିଆଇ ଇଣ୍ଡିଆ ଦ୍ୱାରା ପରିଚାଳିତ ନନ୍ଦଘର କାର୍ଯକ୍ରମ ଜରିଆରେ ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ପାଳିତ ହୋଇ ଥିବା ଏହି କାର୍ଯକ୍ରମ ରେ ପ୍ରାକ୍‌ ବିଦ୍ୟାଳୟ ଛାତ୍ର ଛାତ୍ରୀ,ଅଭିଭାବକ,ଗ୍ରାମର ଯୁବତୀ ସାମିଲ ହୋଇ ଗାନ୍ଧିଜୀ ଙ୍କ ସ୍ମୃତି ଚାରଣ କରି ଗ୍ରାମ ପରିକ୍ରମା କରି ଗାନ୍ଧିଜୀ ଙ୍କ ଆଦର୍ଶ ସ୍ୱରାଜ ଚିନ୍ତନ ନିତୀ ଅନୁସରଣ ଉପରେ ବୁଝାଇ ଥିଲେ,ଏହି କାର୍ଯକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଳା ପାଢ଼ୀ ସହଯୋଗ କରିଥିଲେ,।

ଦୀପକ ଠାକୁର ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

masiha

ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ନଵଙ୍କ ବିଜାତଳାରେ ନିର୍ବାଚନ ପ୍ରଚାର ଏବଂ ରାଇରଙ୍ଗପୁରରେ ରୋଡ଼ ସୋ

masiha

Leave a Comment

error: Content is protected !!