ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

ନର୍ଲ :(ମସୀହା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ କୁରମେଲ ଗ୍ରାମ ପଞାୟତ ଗୋରକେଲ ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି,ବେଦାନ୍ତ ପିସିଆଇ ଇଣ୍ଡିଆ ଦ୍ୱାରା ପରିଚାଳିତ ନନ୍ଦଘର କାର୍ଯକ୍ରମ ଜରିଆରେ ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ପାଳିତ ହୋଇ ଥିବା ଏହି କାର୍ଯକ୍ରମ ରେ ପ୍ରାକ୍‌ ବିଦ୍ୟାଳୟ ଛାତ୍ର ଛାତ୍ରୀ,ଅଭିଭାବକ,ଗ୍ରାମର ଯୁବତୀ ସାମିଲ ହୋଇ ଗାନ୍ଧିଜୀ ଙ୍କ ସ୍ମୃତି ଚାରଣ କରି ଗ୍ରାମ ପରିକ୍ରମା କରି ଗାନ୍ଧିଜୀ ଙ୍କ ଆଦର୍ଶ ସ୍ୱରାଜ ଚିନ୍ତନ ନିତୀ ଅନୁସରଣ ଉପରେ ବୁଝାଇ ଥିଲେ,ଏହି କାର୍ଯକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଳା ପାଢ଼ୀ ସହଯୋଗ କରିଥିଲେ,।

ଦୀପକ ଠାକୁର ଙ୍କ ରିପୋର୍ଟ

Related posts

ଚକ୍ରଧରପୁର ରେଳବାଇ ଡିଆରଏମଙ୍କ ବକ୍ତବ୍ୟକୁ ରାଉରକେଲା ବିକାଶ ମଞ୍ଚର ବିରୋଧ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ

Sunil Chandra Nayak

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ      ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ

Sunil Chandra Nayak

Leave a Comment

error: Content is protected !!