ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି 

ଜୟପାଟଣା ଥାନା ମୁଖୀଗୁଡା ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି।ମୃତ ବୃଦ୍ଧା ମୁଖୀଗୁଡା ଗ୍ରାମର ହେମା ପଟେଲ(୮୦) ବୋଲି ଜଣାପଡ଼ିଛି।ତିନି ଦିନ ତଳେ ନିଖୋଜ ଥିଲେ।ତେବେ ତାଙ୍କ ହାତ, ଗୋଡ଼ ଓ ବେକ କୁ ଏକ ଦଉଡ଼ିରେ ବନ୍ଧା ଯାଇଥିବା ବେଳେ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି।ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related posts

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ , ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ଯମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

Sunil Chandra Nayak

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

Sunil Chandra Nayak

Leave a Comment

error: Content is protected !!