ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ସୁରକ୍ଷା ସଚେତନ ଅଭିଯାନ

ସାଇବର ସୁରକ୍ଷା ସଚେତନ ଅଭିଯାନ

 ବର୍ତ୍ତମାନ ର ଆଧୁନିକ ସଭ୍ୟତା ରେ ଲୋକମାନେ ନିଜର ସୁବିଧା ପାଇଁ ବିଭିନ୍ନ ପ୍ରକାରର ଡିଜିଟାଲ ଉପକରଣ ର ବ୍ୟବହାର କରୁଛନ୍ତି। ଆମେ ସମସ୍ତେ ପ୍ରତ୍ୟେକ ଟି ଜିନିଷ କିଭଳି ହାତ ପାଆନ୍ତା ରେ ମିଳିପାରିବ ସେଥିପାଇଁ ଆମେ ସମସ୍ତେ ଫେସବୁକ, ହ୍ବଆଟସ,ଇନଷ୍ଟୋଗ୍ରାମ, ଟ୍ୱିଟର, ଟେଲିଗ୍ରାମ, ପେଟିଏମ, ଆମାଜନ ପେ,ଫୋନ ପେ ଓ ଗୁଗୁଲ ପେ ଓ୍ବେବ୍ ସାଇଡ୍ ବ୍ୟବହାର କରିଥାଉ। ଏହି ସବୁ ଆପ୍ ଓ ଓ୍ବେବ୍ ସାଇଡ୍ ମାଧ୍ୟମରେ ସାଇବର ଠକ ମାନେ ଅତି ସହଜ ସାଧାରଣ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି।ବେଶୀ ପେଏଟିଏମ,ଫୋନ ପେ ଓ ଫେସବୁକ ରେ ଅଧିକାନ୍ତ ଲୋକ ଶିକାର ହୋଇସାରିଛନ୍ତି.ଏହି ସବୁ ସାଇବର ଠକ ଙ୍କ କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଗତ ୩୦ ତାରିଖ ଦିନ ଭୁବନେଶ୍ଵର ଠାରେ ସାଇବର ସଚେତନତା ଉକଟନିମନ୍ତେ ଏକ ଭ୍ରାମ୍ୟମାଣ ରଥର ଶୁଭାରମ୍ଭ କରିଥିଲେ। 

ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ର ଅକ୍ସଫୋର୍ଡ୍ ପବ୍ଲିକ ସ୍କୁଲ୍ ସମେତ   ବିଭିନ୍ନ ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l

ଆଗାମୀ ଦିନରେ ସବୁ ଜିଲ୍ଲାରେ ଏହା ଆରମ୍ଭ କରାଯିବା ର ସୂଚନା ମିଳିଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ୧୨ ଘଣ୍ଟିଆ ବନ୍ଦ !

masiha

ନୂଆପଡାରେ ଆୟୁଷ ସେବାର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

Sunil Chandra Nayak

Leave a Comment

error: Content is protected !!