ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଓକିଲ ସଂଘ ର ସୁବ୍ରତ ସଭାପତି ଏବଂ ଅଶ୍ୱିନୀ ସମ୍ପାଦକ ରୂପେ ନିର୍ବାଚିତ

ଭବାନୀପାଟଣା, ୨୬/୦୩: କଳାହାଣ୍ଡି ଓକିଲ ସଙ୍ଘ ର ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଭାବରେ ସୁବ୍ରତ କୁମାର ବହିଦାର, ଉପସଭାପତି ଭାବରେ ନିମାଞ୍ଚଳ ନାଏକ, ସମ୍ପାଦକ ଭାବରେ ଅଶ୍ୱିନୀ କୁମାର ଦାସ ଓ ସହକାରୀ ସମ୍ପାଦକ ଭାବରେ ଜୋସବନ୍ତି ଦେଇ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ନିମନ୍ତେ ୭ ଜଣ ନିର୍ଦ୍ବନ୍ଦ୍ୱ ରେ ସଭ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ ଓ କାର୍ଯ୍ୟକାରୀ ସଭ୍ୟ ମାନଙ୍କୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କିଶନ ଶର୍ମା ଙ୍କ ରିପୋର୍ଟ।

 

Related posts

ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Sunil Chandra Nayak

ବିଦ୍ୟୁତ୍ ଆଘାତରେ ମୃତ୍ୟୁକୁ ନେଇ ଉତ୍ତେଜନା

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!