ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା – ସ୍ବାଧୀନ ପ୍ରାଥିର ବାଜିମାତ୍

ନୂଆପଡା : ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକ ରେ ବି ପୌରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ ।  ନୂଆପଡା ଏନଏସି ରେ ସ୍ବଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୭ ଭୋଟରେ ବିଜୟୀ ହୋଇଛନ୍ତି । ନୂଆପଡ଼ା ଏନଏସି ରେ ୱାଡ଼ ରେ ଧରମରାଜ ଶବର ବିଜେଡି,ତରୁନ ମାଝୀ ବିଜେପି ,ସଞ୍ଜୁକ୍ତା ପଣ୍ଡା ବିଜେଡି ,ସଙ୍ଗୀତ ପାରକ ବିଜେଡି ଥାନେଶ୍ବର ସୁନା ବିଜେଡି ,ଶିବମ୍ ପାତ୍ର ବିଜେଡି , ଧନେଶ୍ବରୀ ସାହୁ ,କଂଗ୍ରେସ ରାନୁ ସାହୁ ବିଜେଡି,କେଶରୀ ମାଝୀ ବିଜେଡି ,ବାସନ୍ତି ବାଗ ସ୍ବାଧିନ ,ମଳୟ ରଞ୍ଜନ ମଣ୍ଡଳ ବିଜେଡ଼ି, ଭଗବତୀ ଦଣ୍ଡସେନା ସ୍ବାଧିନ ,ଗିରୀଧାରୀ ରଣା ସ୍ବାଧିନ,ଜୟନ୍ତି ରଣା, ସ୍ବାଧିନ ପ୍ରମୁଖ ବିଜୟୀ ହୋଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ନୂତନ ମନ୍ଦିର ନିମନ୍ତେ ଭୂମି ପୂଜନ ଉତ୍ସବ

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଜହ୍ନରାତି

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!