ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଓକିଲ ସଂଘ ର ସୁବ୍ରତ ସଭାପତି ଏବଂ ଅଶ୍ୱିନୀ ସମ୍ପାଦକ ରୂପେ ନିର୍ବାଚିତ

ଭବାନୀପାଟଣା, ୨୬/୦୩: କଳାହାଣ୍ଡି ଓକିଲ ସଙ୍ଘ ର ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଭାବରେ ସୁବ୍ରତ କୁମାର ବହିଦାର, ଉପସଭାପତି ଭାବରେ ନିମାଞ୍ଚଳ ନାଏକ, ସମ୍ପାଦକ ଭାବରେ ଅଶ୍ୱିନୀ କୁମାର ଦାସ ଓ ସହକାରୀ ସମ୍ପାଦକ ଭାବରେ ଜୋସବନ୍ତି ଦେଇ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ନିମନ୍ତେ ୭ ଜଣ ନିର୍ଦ୍ବନ୍ଦ୍ୱ ରେ ସଭ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ ଓ କାର୍ଯ୍ୟକାରୀ ସଭ୍ୟ ମାନଙ୍କୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କିଶନ ଶର୍ମା ଙ୍କ ରିପୋର୍ଟ।

 

Related posts

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ମହିଳା ସ୍ୱୟଂ ସହାୟକଙ୍କୁ ଚାଉଳ ବଣ୍ଟନରୁ ବାଦ ଦେବାକୁ ନେଇ ବ୍ଲକ ଘେରାଉ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ.. ପାଚିବା ପର୍ଯ୍ୟନ୍ତ ୧୬ଥର ବଦଳାଇଥାଏ ରଙ୍ଗ

Sunil Chandra Nayak

Leave a Comment

error: Content is protected !!