ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଫଟୋଚିତ୍ର ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ରଶ୍ମିରେଖା

ପ୍ରକାଶ ପାଇଲା ଫଟୋଚିତ୍ର ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ରଶ୍ମିରେଖା

ବାଲେଶ୍ଵର, ୧୦/୧୦/୨୩- ମୋ ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ରବିବାର, ପର୍ବପର୍ବାଣି ଏବଂ ଶୁଭ ଦିନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯଥା – କବିତା, ଗଳ୍ପ, ପ୍ରବନ୍ଧ ଇତ୍ୟାଦି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ପ୍ରମାଣ ପତ୍ର ଦିଆଯାଏ । ବେଳେ ବେଳେ ଅର୍ଥରାଶି ମଧ୍ୟ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ୦୨/୧୦/୨୩ ରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଫଟୋଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥଲେ । ସେମାନଙ୍କ ମଧ୍ୟରେ (୧) ମୀନାକ୍ଷି ପାଢୀ, ଚିକିଟୀପେଣ୍ଠ, ଗଞ୍ଜାମ (୨) ସ୍ଵର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୩) ମନୋରମା ଦାସ, ଦଶରଥପୁର, ଯାଜପୁର (୪) ସବିତା ଶତପଥୀ, ଭୁବନେଶ୍ୱର (୫) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୬) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡ଼ା (୭) ମାନିନୀ ଗିରି, ମୁଳୁଗା, ଜଗତସିଂହପୁର (୮) ଡ଼କ୍ଟର ସୁକାନ୍ତି ଜେନା, ବ୍ରହ୍ମପୁର, ଗଞ୍ଜାମ (୯) ମମତା ବେହୁରା, କଟକ (୧୦) ଝୁମୁରି ସାହୁ, ଖୋର୍ଦ୍ଧା (୧୧) ଶିବଶଙ୍କର ମହାନ୍ତି, କଣ୍ଟାଵଣିଆ, ଗୋଳିହା, ବାଲେଶ୍ୱର (୧୨) ଅମୂଲ୍ଯ ପ୍ରଧାନ, ଅରଖପୁର, ଗୋଳିହା, ବାଲେଶ୍ୱର (୧୩) ମଲ୍ଲିକା ସିଂହ, ଖୋର୍ଦ୍ଧା (୧୪) ଗୀତାଞ୍ଜଳି ପୃଷ୍ଟି, କଟକ (୧୫) ମାନସୀରାଣୀ ଜେନା, କଣ୍ଟାପଡା, ଖଇରା, ବାଲେଶ୍ଵର (୧୬) ଗୀତାଞ୍ଜଳି ଭୂୟାଁ, ସାଲେପୁର, କଟକ (୧୭) ଦିବ୍ୟାଂଶିନୀ ମହାରଣା, ଉମର, ଝାଡେଶ୍ଵରପୁର, ନିଶ୍ଚିନ୍ତକୋଇଲି, କଟକ (୧୮) ମିନତୀ ଦାଶ, ବାରିପଦା (୧୯) ରୀତା ଅପରାଜିତ ମହାନ୍ତି, ଖୋର୍ଦ୍ଧା (୨୦) ସଂହିତା ଜେନା, ବାସନ୍ଦରା, ବିରିଡି, ଜଗତସିଂହପୁର (୨୧) ରଶ୍ମିରେଖା ସାହୁ କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୨୨) ସ୍ଵର୍ଣ୍ଣଲତା ଦାଶ, ଇନ୍ଦିପଟା, ଗଣିଆ, ନୟାଗଡ଼ (୨୩) ବିବାସିନୀ ପଟ୍ଟନାୟକ, କାଳୁପଡାଘାଟ, ଖୋର୍ଦ୍ଧା (୨୪) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର ପ୍ରମୁଖ ଅଂଶ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭକାମନା ଜଣାଯାଇଛି । ସମସ୍ତଙ୍କ ଫଟୋଚିତ୍ର ଗୁଡିକୁ ସମୀକ୍ଷା କରିଥିଲେ ଯାଜପୁର ଜିଲ୍ଳାର ସୁ- ସାହିତ୍ୟିକା ସରସ୍ଵତୀ ପଣ୍ଡା । ତାଙ୍କ ସମୀକ୍ଷାରୁ ରଶ୍ମିରେଖା ସାହୁ ପ୍ରଥମ ସ୍ଥାନ, ସ୍ବର୍ଣ୍ଣଲତା ମହାପାତ୍ର ଦ୍ବିତୀୟ ସ୍ଥାନ ଓ ଦିବ୍ୟାଂଶିନି ମହାରଣା ତୃତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

Leave a Comment

error: Content is protected !!