ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ର ବିଜୟ ଶୋଭାଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଭାବରେ କଂଗ୍ରେସ ପ୍ରାଥୀ ଉଜ୍ଜ୍ୱଳ ଗୁପ୍ତା ବିଜୟୀ ହେବା ପରେ ରବିବାର ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଜୟ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟ ରୁ ବାହାରି ଖଡ଼ିଆଳ ସହର ପରିକ୍ରମା କରି ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଜୟୀ କଂଗ୍ରେସ କାଉନସିଲର ଓ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ସହର ବାସୀ ଫୁଲମାଳ  ଦେଇ ବିଜୟ ଶୋଭାଯାତ୍ରାରେ ବାହାରି ଥିବା କଂଗ୍ରେସ ନେତା ଓ କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନୂଆ ତରକାରୀ

Sunil Chandra Nayak

ଅଲ୍ ଓଡ଼ିଶା ପ୍ରଥମିକ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ  ଧର୍ମଗଡ ରେ ଜିଲ୍ଲା ସ୍ଥରିୟ ଗୁରୁଦିବସ ପାଳିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଶରତ ସହିତ, କାଶତଣ୍ଡି ମିତ

Sunil Chandra Nayak

Leave a Comment

error: Content is protected !!