ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବିଶ୍ବ ପୋଲିଓ ଦିବସ ପାଳନ 

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବିଶ୍ବ ପୋଲିଓ ଦିବସ ପାଳନ 

ରାଉରକେଲା/ ବିଶ୍ବ ପୋଲିଓ ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ୧୦ଟି ଅଟୋ ରେ ପୋଲିଓ ନିରାକରଣ ସମ୍ପର୍କରେ ପୋଷ୍ଟର ଲଗାଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି। ସହରରେ ଅଟୋ ଗୁଡିକ ବୁଲିଲେ ଜନସାଧାରଣ ଏସବୁ ଦେଖି ସଚେତନ ହେବେ ବୋଲି ଭାଇବ୍ରାଣ୍ଟ ତରଫରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରୋଟାରୀଆନ ସର୍ବଶ୍ରୀ ସଭାପତି ଗଣେଶ୍ୱର ପଟ୍ଟନାୟକ,ଇଲେକ୍ଟ ସଭାପତି ପ୍ରଶାନ୍ତ ରଞ୍ଜନ ପାତ୍ର, ସମ୍ପାଦକ ଡଃ ସଞ୍ଜୁକ୍ତା ପତି, ବସନ୍ତ କୁମାର ତନ୍ତୀ, ଅନୀତା ନାୟକ,କାଜଲ ପାଢ଼ୀ, ଅଶୋକ କୁମାର ମିଶ୍ର, ଉପଦେଷ୍ଟା ପିଟି ଆଲାମ ସିଂ ରୁପ୍ରା ପ୍ରମୁଖ ରୋଟାରୀ ଆନ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

Sunil Chandra Nayak

ହିଞ୍ଜିଳିକାଟୁ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା: ସିଡ୍ୟୁଲ ରେଟ୍‌ରୁ କମ୍ ଦରରେ ବିଡ୍ କଲେ ସଂଘ ନିର୍ଧାରିତ ରାଶି ସଂଘକୁ ଜମା ପ୍ରସ୍ତାବ ଆଲୋଚନା 

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

Sunil Chandra Nayak

Leave a Comment

error: Content is protected !!