ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲ୍ଲିସଭା ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚ ଙ୍କ ବିଡିଓଙ୍କୁ ଦାବିପତ୍ର

ଡାବୁଗାଁ, ୨୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ପଞ୍ଚାୟତରେ ହେଉଥିବା ପଲ୍ଲିସଭା ଗୁଡିକରେ ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ ନକରିବା ନେଇ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଏକ ଦାବିପତ୍ର ଏବିଡିଓ ପଦ୍ମନାଭ ତ୍ରିପାଠୀଙ୍କୁ ବୁଧବାର ପ୍ରଦାନ କରିଛନ୍ତି | ୨୦୨୨ ନିର୍ବାଚନରେ ଡାବୁଗାଁ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ବିନୋଦ ସୌରା ଦାୟିତ୍ଵ ଗ୍ରହଣ କରିଥିଲେ | ଏହି ଦିନ ଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୪/୫ ଥର ପଲ୍ଲିସଭା ଓ ଗ୍ରାମସଭା ହୋଇଥିଲା | ଉକ୍ତ ପଲ୍ଲିସଭା ଓ ଗ୍ରାମସଭା ରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏମଜିଏନଆରଇଜିଏସ ଯୋଜନାରେ ବିଭିନ୍ନ ପ୍ରକଳ୍ପ ଯଥା:- ଜମି ମରାମତି, ଗାଈଗୁହାଳ, ନୂତନ ପୋଖରୀ ଖନନ, ରାସ୍ତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ମଧ୍ୟ ୧ ବର୍ଷ ବୀତି ଗଲାଣି କିନ୍ତୁ ଉକ୍ତ ପ୍ରକଳ୍ପ ଗୁଡିକ ଡାବୁଗାଁ ପଞ୍ଚାୟତ ତରଫରୁ ଗୋଟିଏ ମଧ୍ୟ କାର୍ଯ୍ୟ କରାଯାଇନାହିଁ | ପୁନର୍ବାର ପଲ୍ଲିସଭା ପାଇଁ ଗ୍ରାମକୁ ଗଲେ ଲୋକେ କହୁଛନ୍ତି ପୂର୍ବରୁ ପଲ୍ଲୀସଭାରେ ସ୍ଵୀକୃତୀ ପାଇଥିବା କାମ ଗୁଡିକ ହେଉ ନାହିଁ ପୁଣି କାହିଁକି ପଲ୍ଲିସଭା ପାଇଁ ଆସିଛ | ପୂର୍ବରୁ ପଲ୍ଲିସଭା ଓ ଗ୍ରାମସଭାରେ ଯେଉଁ ପ୍ରକଳ୍ପ ଗୁଡିକ ସ୍ଵୀକୃତି ପାଇଛି ତାହା ପ୍ରଥମେ କରାଯାଉ ତା ପରେ ପଲ୍ଲିସଭା କରାଯାଉ ବୋଲି ଗ୍ରାମବାସୀ ସରପଞ୍ଚ ଙ୍କୁ ପ୍ରଶ୍ନ କରୁଛନ୍ତି | କିନ୍ତୁ ନୂତନ ପଲ୍ଲିସଭା ଓ ଗ୍ରାମସଭାରେ ପାସ କରି ଦିଆଯାଉଥିବା କମ ଗୁଡିକ ଅନୁମୋଦନ କରି ମନଇଛା କାମ ଗୁଡିକ ଲେଖି କେତେ ଜଣ ଠିକାଦାର ମିଶି ଡାବୁଗାଁ ବ୍ଲକରେ ମନଇଛା ତାହା ପଞ୍ଚାୟତକୁ ନ ଜଣାଇ କାମ ଗୁଡିକ କରୁଛନ୍ତି | ଯଦି ଏମଜିଏନଆରଇଜିଏସ କାମ ରେ ପଞ୍ଚାୟତ କୌଣସି ଅଧିକାର ନାହିଁ ତାହେଲେ ଡାବୁଗାଁ ଗ୍ରାମ ପଞ୍ଚାୟତରେ ପଲ୍ଲିସଭା ଓ ଗ୍ରାମସଭା ବନ୍ଦ କରାଯାଉ | ଗ୍ରାମ ରୋଜଗାର ସେବିକାଙ୍କୁ ପଚାରିଲେ ମୁଁ କିଛି ଜାଣିନାହିଁ ବୋଲି କହୁଛନ୍ତି ଓ ବ୍ଲକରେ କାମ ବିଷୟରେ ପଚାରି ବୁଝିଲେ ସେମାନେ କହୁଛନ୍ତି କାମ ଗୁଡିକ ଜିଲାପରିଷଦକୁ ପଠାଇଲେ କାମ ଗୁଡିକ ଅନୁମୋଦନ ହେଉନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚଙ୍କ ସମେତ ସତ୍ୟରଞ୍ଜନ ପାତ୍ର, ବିଶ୍ଵରଞ୍ଜନ ପାତ୍ର, ସୁନୀଲ କୁମାର ସିଂ, ରଘୁ କଲାର,ଧନସିଂ ଭତରା, ଭାସ୍କର ମାଝି, ଅସମନ ଗୌଡ, ଗୋପୀନାଥ ଭତରା, ମାଧବ ଭତରା ଙ୍କ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

masiha

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

Sunil Chandra Nayak

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort