ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଶାକର୍ମୀ କ୍ଷ୍ୟମାସିଲାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ

ଜୁନାଗଡ଼/ଚିଲିଗୁଡା,୨୯/୩(ନି.ପ୍ର)ଜୁନାଗଡ଼ ବ୍ଲକର ଚିଲିଗୁଡା ଗ୍ରାମର ଆଶାକର୍ମୀ କ୍ଷମାଶିଳା ଛତ୍ରିଆ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଆଶାକର୍ମୀ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀମତୀ ଛତ୍ରୀଆ ୨୦୦୭ ମସିହାରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଚିଲିଗୁଡା ଠାରେ ଆଶାକର୍ମୀ ଭାବେ ଯୋଗଦାନ କରିଥିଲେ।ସେହିଦିନଠାରୁ ସେ ଦିନରାତି ଜାଗ୍ରତ ହୋଇ ଲୋକଙ୍କୁସ୍ୱାସ୍ଥ୍ୟ ସେବା କରିଆସୁଛନ୍ତି। ତାଙ୍କର ଏହି ଅତୁଳନୀୟ ସ୍ୱାସ୍ଥ୍ୟ ସେବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ କଲହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏହିସମ୍ମାନ ପ୍ରଦାନ କରାଯାଇଛି।ଶ୍ରୀମତୀ ଛାତ୍ରୀଆ ସାମ୍ବାଦିକ ସୁନ୍ଦରମୋହନ ଛାତ୍ରୀଆଙ୍କ ଧର୍ମପତ୍ନୀ ଅଟନ୍ତି।ତାଙ୍କର ଏହି ସମ୍ମାନ ପାଇବାପରେ ନିଜର ସେବା କାର୍ଯ୍ୟକୁ ଆହୁରି ଉତ୍ସ।ହିତ ହେବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅନ୍ଧାର

ଥୁଆମୂଳ ରାମପୁର ବ୍ଳକ ଠାରେ ଜେଏମ୍ ଏଫ୍ ସି କୋର୍ଟର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!