ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଲାମ ନମିଳିବାରୁ ପୋଖରୀରେ ପକାଇଲେ ବିଷ

ଜୟପାଟଣା:  ସଭ୍ୟତା ଯେତେ ଆଧୁନିକୀକରଣ ହେଉ କିନ୍ତୁ ଗ୍ରାମ୍ୟ ସଭ୍ୟତାରେ ଅଦ୍ୟାବଧି ପୁରାତନ ଚଳଣି ଚଳିଆସୁଛି । ଗ୍ରାମାଞ୍ଚଳ ଜୀବନ ଜୀବିକାରେ ଗାଁ ପୋଖରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାତଃର ଶୌଚ ହେବାଠାରୁ ସ୍ନାନକାର୍ଯ୍ୟ,ଲୁଗାପଟା ସଫାସୁତୁରା, ଗୋରୁଗାଈଙ୍କୁ ସ୍ନାନ କରାଇବା,ଜଳ ପିଆଇବା ତଥା କୃଷିକ୍ଷେତ୍ରରେ ଆବଶ୍ୟକ ସ୍ଥଳେ ଜଳସେଚନର ବ୍ୟବସ୍ଥା ଏବଂ ମଲା କାର୍ଯ୍ୟରେ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ହୋଇଥାଏ । ଏପରି ସ୍ଥଳେ ଏହାର ଦୁରୂପଯୋଗ କରିବା ଅକ୍ଷମନୀୟ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ଠାରେ । ଜନବହୁଳ ତିନୋଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସାଧାରଣ ମାଝୀବନ୍ଧ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ପୋଖରୀରେ ଘଟିଯାଇଛି ବଡ ଧରଣର ଅଘଟଣ । ଗ୍ରାମବାସୀଙ୍କର ଅଭିଯୋଗ ଅନୁଯାୟି ଚଳିତ ବର୍ଷ ଗ୍ରାମ ପଞ୍ଚାୟତ କୁଚାଗାଁରେ ଏହି ପୋଖରୀର ନିଲାମ ହୋଇଥିଲା । ନିଲାମରେ ଗତଥରର ନିଲାମଧାରୀମାନେ ଏଇଥର ପାଇଲେ ନାହିଁ । ଗ୍ରାମ ପଞ୍ଚାୟତ ଦ୍ୱାରା ସେମାନଙ୍କୁ ବଳକା ପୁରୁଣା ମାଛକୁ ଧରିବା ପାଇଁ ୧୫ଦିନ ମହୁଲତ ଦିଆଯାଇଥିଲା । ସେ ମୁତାବକ ସଂପୃକ୍ତ ଗ୍ରୁପ ମାଛ ଧରିଥିଲା ଏବଂ ଗ୍ରୁପର କୌଣସି ଦୁର୍ବୁର୍ତ୍ତ ପୋଖରୀରେ କୀଟନାଶକ ବିଷ ପକାଇ ଦେଲେ । ଯାହା ଫଳରେ ସମ୍ପୁର୍ଣ୍ଣ ପୋଖରୀର ମାଛ,କଙ୍କଡା,ବେଙ୍ଗ ଇତ୍ୟାଦି ଜୀବ ସମ୍ପୁର୍ଣ୍ଣ ମରି ଭାସିଲେ ଏବଂ ପାଚିଯାଇ ପୋଖରୀର ଜଳରୁ ଦୁର୍ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଛି । ଏହା ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସ୍ଥାନୀୟ ସରପଞ୍ଚଙ୍କୁ ଏ ବିଷୟରେ ପଚାରିବାରୁ ସେ ସନ୍ତୁଷ୍ଟିଜନକ ଉତ୍ତର ଦେଇ ପାରିନଥିଲେ । ସେ ଏହି ଘଟଣାକୁ ପୋଲିସ ପ୍ରଶାସନକୁ ମଧ୍ୟ ଜଣାଇ ନଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କର ଅଭିଯୋଗ ଅନୁଯାଇ ସ୍ଥାନୀୟ ସରପଞ୍ଚଙ୍କର ଏହି ଘଟଣାରେ ସମର୍ଥନ ଥିବା ଜଣାପଡିଛି । ବାଡ ଯଦି ଫସଲ ଖାଏ ଦୋଷ ଦେବା କାହାକୁ । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଅଙ୍ଗଦ ମାଝୀ ମଧ୍ୟ ଏହି ଗ୍ରାମର । ସେ ଏହି ଘଟଣାର ନିନ୍ଦାକରି ଖୋଦ ନିଜେ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଜୟପାଟଣା ପୋଲିସ ଉକ୍ତ ପୋଖରୀରେ ଲାଲ ଝଣ୍ଡା ଗାଡି ନିସିଦ୍ଧାଞ୍ଚଳ ଘୋଷଣା କରିଛି । ଆଗକୁ ପ୍ରଶାସନ ଏହି ଘଟଣାର ଆଉ କିଛି ଦୃଢ଼ ପଦକ୍ଷେପ ନେଉଛି କି ଦୁର୍ବୁର୍ତ୍ତଙ୍କର ପାଲରେ ଛନ୍ଦି ହେଉଛି ଗ୍ରାମବାସୀ ନ୍ୟାୟକୁ ଅଶାବାନ୍ଧି ବସିଥିବା ଜଣାପଡିଛି ।

ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ

Related posts

ପାନୀୟ ଜଳ ସମସ୍ୟାକୁ ନେଇ ନଗରପାଳଙ୍କୁ ଦାବିପତ୍ର ପ୍ରଦାନ

ଆଲୁଅଝରଣ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ଲେଭଲ କ୍ରିକେଟ ଆଥଲେଟ ମିଟ୍ ଏବଂ ଖୋଖୋ ଚମ୍ପିଆନଶିପ ୨୦୨୨-୨୩

Sunil Chandra Nayak

ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort