ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଳକ ଦିବସ ପାଳିତ

ପାପଡାହାଣ୍ଡି,17/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହାକୁମାରେ ଶନିବାର ମୋଟର ଚାଳକ ସଙ୍ଘ ତରଫରୁ ଚାଳକ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବ୍ଲକ ଚାଳକ ସଙ୍ଘର କର୍ମ କର୍ତା ଏକତ୍ରିତ ହୋଇ ସ୍ୱଛତା କାର୍ଯ୍ୟକ୍ରମର ଆୟୋଜନ କରଥିଲେ | ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଗ୍ରାମର ମୁଖ୍ୟ ରାସ୍ତାକୁ ସଫେଇ କରିଥିଲେ | ଲୋକଙ୍କୁ ସ୍ୱଛତା ନେଇ ସଚେତନ କରାଇଥିଲେ | ଏହି ସମୟରେ ସଙ୍ଘର ଉପସଭାପତି ରାଜେନ୍ଦ୍ର ଗୌଡ଼, ସମ୍ପାଦକ ସୁରଜିତ ପଟନାୟକ, ସହସମ୍ପାଦକ ନରସିଂହ ହରିଜନ, ଗୋପାଳ ଭତରା ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ୱପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମହାପାତ୍ର ଙ୍କ କବିତା – ସ୍ବାସ୍ଥ୍ୟ ହିଁ ସମ୍ପଦ

Sunil Chandra Nayak

ଲୋକଙ୍କ ସମସ୍ୟା ବୁଝିବାକୁ ଜିଲା ପ୍ରଶାସନ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୌସୁମୀ ହେ ତୁମେ ଆସ

Sunil Chandra Nayak

Leave a Comment

error: Content is protected !!