ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ଗଡ ଭାଙ୍ଗିଲେ ଚନ୍ଦନ ସାହୁ

ଖଡ଼ିଆଳ ଓ୍ବାଡ ନମ୍ବର 10 ରେ ବିଜେଡି ଓ୍ବାଡମେମ୍ବର ପ୍ରାର୍ଥୀ ଚନ୍ଦନ ସାହୁ ଉଡେଈଲେ ବିଜେଡି ର ବିଜୟୀ ବାନା ,20 ବର୍ଷ ହେଲା କଂଗ୍ରେସ ର ଓ୍ବାଡମେମ୍ବର ଏହି ଓ୍ବାଡ ରେ ଜିତି ଆସୁଥିଲା। କିନ୍ତୁ ଚନ୍ଦନ ସାହୁ ସବୁବେଳେ ଲୋକଙ୍କ ସୁଖ ଦୁଃଖ ପୂଜା ପର୍ବାଣୀ ରେ ଆଗେଇ ଆସିଥିଲେ , ସେଥିପାଇଁ ଲୋକ ଭଲପାଇ ତାଙ୍କୁ ବିଜୟୀ ର ଆଶିର୍ବାଦ ଦେଇଥିଲେ ।19 ବର୍ଷ ହେଲା ଖଡ଼ିଆଳ କଲେଜ ରେ ପଢିବା ଠାରୁ ଛାତ୍ର ଜୀବନ ରୁ ବିଜୁଜନତା ଦଳର ରେ କର୍ମୀ ହୋଇ ଅନେକ ଦାଇତ୍ୱ ତୂଲେଇ ଥିଲେ।ପ୍ରଥମେ ଖଡ଼ିଆଳ ବିଜୁଜନତା ର ନଗର ସମ୍ପାଦକ ଦାଇତ୍ୱ ତୂଲେଇ ଥିଲେ,ପରେ କଳାହାଣ୍ଡି ଭବାନିପାଟଣା କୋ ଅବଜରଭର ,ଓ ନୂଆପଡ଼ା ଜିଲ୍ଲାର ଯୁବ ବିଜେଡି ସାଧାରଣ ସମ୍ପାଦକ ପଦ ତୂଲାଇ ଥିଲେ। ପରେ ବିଜୁ ଜୁବ ବାହିନି ଖଡ଼ିଆଳ ଏନେସିର କୋଡିନେଟର ର ପଦରେ କାର୍ଯ୍ୟ ତୁଲାଇଥିଲେ।ଏହା ପରେ ଖଡ଼ିଆଳ ଯୁବ ପିଢୀ କୁ ଏକତ୍ରିତ କରି ଆଉ ସୁଦୃଢ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡ଼ ଦିନ ଉପଲକ୍ଷେ ଇମାନୁଏଲ୍ ମିନିଷ୍ଟ୍ରୀ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରାମ ବନବାସ

Sunil Chandra Nayak

ଢେ଼ଙ୍କାନାଳ ର ବିଭିନ୍ନ ପୀଠ ରେ ନବରାତ୍ର ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!