ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

ରାଉରକେଲା/ ଦିବ୍ୟ ଜୀବନ ସଂଘ , ଇସ୍ପାତ ନଗରୀ ଶାଖାର ତିନି ଦିନ ବ୍ୟାପୀ ରୈ।ପ୍ୟ ଜୟନ୍ତୀ ପାଳନ ଅବସରରେ ସହରର ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ଉଦ୍ଦେଶ୍ୟରେ ପୂର୍ବରୁ ବଣ୍ଟାଯାଇଥିବା ପୁସ୍ତକ ଆଧାରରେ ଏକ ଲିଖିତ ପ୍ରତିଯୋଗିତା କରାଯାଇଥିଲା। ରୈ।ପ୍ୟ ଜୟନ୍ତୀ ପାଳନ ଅବସରରେ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓ ସମସ୍ତ ପ୍ରତିଯୋଗୀଙ୍କୁ ସେକ୍ଟର ୭ସ୍ଥିତ ଶିବାନନ୍ଦ ଆଶ୍ରମରେ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ପୂଜ୍ୟ ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ଵତୀ ମହାରାଜ, ପୂଜ୍ୟ ସ୍ବାମୀ ସ୍ବରୁପାନନ୍ଦ ସରସ୍ଵତୀ ମହାରାଜ, ପୂଜ୍ୟ ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ ମହାରାଜ, ଡ଼ଃ ଜୟନ୍ତ କୁମାର ଆଚାର୍ଯ୍ୟ, ଇଂ ଆଲୋକ ରଂଜନ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂଘର ସଭାପତି ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଉତ୍ସବ ଗୁରୁ ପାଦପୂଜା ରୁ ଆରମ୍ଭ କରି, ପୁରସ୍କାର ବିତରଣ ଓ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫ ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନରେ ମହା ସମାରୋହ ରେ ସ୍ୱାଧୀନତା ଦିବସ ପାଳିତ

masiha

ଦାଦନ ଶ୍ରମିକର ଜଳିଗଲା ଗୋଡ଼, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Sunil Chandra Nayak

Leave a Comment

error: Content is protected !!