ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ଉତ୍ସବରେ ଓମ ପ୍ରକାଶ ସାହୁଙ୍କ ବାଲୁକା କଳା

କୋଣାର୍କ ଉତ୍ସବରେ ଓମ ପ୍ରକାଶ ସାହୁଙ୍କ ବାଲୁକା କଳା

କର୍ଲାମୁଣ୍ଡା : କୋଣାର୍କ ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗଦେଇ ବାଲୁକାରେ ବିଭିନ୍ନ ପ୍ରତିକୃତି ନିର୍ମାଣ କରୁଛନ୍ତି l ସେ ପ୍ରଥମ ଦିନରେ ପଶ୍ଚିମ ଓଡିଶାର ଲୋକବାଦ୍ୟ ନିର୍ମାଣ କରିଥିଲେ l ଏଥିରେ ଅକ୍ଷୟ ରଣା, ରୋହନ କୁମାର ଗୋଛାୟତ, ମଳୟ ରଞ୍ଜନ ମହନ୍ତ ସହଯୋଗ କରୁଛନ୍ତି l ଏହି ମହୋତ୍ସବରେ ୭ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୧- ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଦୁର୍ଗାଚରଣ ତନ୍ତୀ , ୨- ଇସ୍ପାତ ସହରାଞ୍ଚଳର ବୁଥ ନମ୍ବର-୧୬ ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ..

Sunil Chandra Nayak

ନିୟମ ଗିରି ଅଂଚଳ ପରିଦର୍ଶନ ଯାଇ ଲୋକଙ୍କ ଦୁଃଖସୁଖ ବିଝିଥିଲେ ଜିଲ୍ଲାପାଳ ଓ ଆରୋକ୍ଷୀ ଅଧିକ୍ଷକ 

masiha

ସାପ କାମୁଡାରେ ଯୁବତୀ ଆହତ

Sunil Chandra Nayak

Leave a Comment

error: Content is protected !!