ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓଡିଶା ଯୁବ ଓଡିଶା ପକ୍ଷରୁ କ୍ରୀଡା ପ୍ରତୀଯୋଗୀତା ଅନୁଷ୍ଠିତ

ନୂଆ ଓଡିଶା ଯୁବ ଓଡିଶା ପକ୍ଷରୁ କ୍ରୀଡା ପ୍ରତୀଯୋଗୀତା ଅନୁଷ୍ଠିତ

ଜୁନାଗଡ଼,୧୨/୧୨(ମ ନି ସ) ଜୁନାଗଡ଼ ଚମେଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ ଓଡିଶା ଯୁବ ଓଡିଶା ପକ୍ଷରୁ କ୍ରୀଡା ପ୍ରତିଯୋଗିତା ଅନୁଷିତ ହୋଇଯାଇଛି।ଏଥିରେଛାତ୍ରୀ ମାନଙ୍କ ମଧ୍ୟରେ ବିଭନ୍ନ ପ୍ରକାର କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କଲେଜ ଅଧକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଓ ସମ୍ମାନୀତ ଅତିଥିଭାବେ ପତିଷ୍ଠାତା ସଭ୍ୟ ଲାୟନ ମାଣିକଚାନ୍ଦ ଅଗ୍ରୱାଲ ଯୋଗଦେଇ ଛାତ୍ରୀମାନଙ୍କ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ।ଏଥିରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

Sunil Chandra Nayak

ଜାରି ରହିଛି ପ୍ରତୀକ ଗଣଧାରଣା, ଦୁଃଖିନୀ ଖଇରାର ବୁଝିବ କିଏ ?

masiha

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!