ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟେରରେ ଖରିଫ ଧାନ କ୍ରୟ ନିମନ୍ତେ ମଣ୍ଡିର ଶୁଭାରମ୍ଭ

ମୋଟେରରେ ଖରିଫ ଧାନ କ୍ରୟ ନିମନ୍ତେ ମଣ୍ଡିର ଶୁଭାରମ୍ଭ

କୋକସରା,୧୨/୧୨ // କଳାହାଣ୍ଡି ଜିଲ୍ଲା ଚାରବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଅଧିନରେ ଥିବା ମୋଟେର ମଣ୍ଡି ଠାରେ ଖରିଫ ଧାନ କ୍ରୟ ନିମନ୍ତେ ମଙ୍ଗଳବାର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଚାରବାହାଲ ପେକ୍ସ ସଭାପତି ମହେଶ କୁମାର ପଣ୍ଡା, ଚାଷୀ ନେତା ଦେବେନ୍ଦ୍ର କୁମାର ପାଟ୍ଟଯୋଷୀ, ଧାନ କ୍ରୟ ଅଧିକାରୀ ମୋହିତ କୁମାର ବେହେରା, ଡିଇଓ ବୈଷ୍ଣବ ଗୋପାଳ, ଆରଏମସି କର୍ମଚାରୀ ମାଧବ ଧଙ୍ଗଡ଼ାମାଝୀ, ମୋହନ ନାଏକ, ଚାଷୀ କମିଟିର ଲବ ନାଏକ, ପରମେଶ୍ୱର ବାଗ, ବଡି ସତୀଶ, ପର୍ଶୁରାମ ଭଇଁସାଲ, ତପନ ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଅବସରରେ ଚାଷୀ ମୋହନ ଦଳପତି, ଗୌରୀ ଦଳପତି, ପରମେଶ୍ୱର ଭଇଁସାଲ, ଧବଳେଶ୍ୱର ଦଳପତି, ବିଶେଶ୍ୱର ଦଳପତି ପ୍ରମୁଖଙ୍କ ସମେତ କୁସୁସଖୁଣ୍ଟି, ମୋଟେର, ଖୁଟୁଲୁଗୁଡା, ବାଟିଗୁଡା, ଜଳତାମୁଣ୍ଡାର ଚାଷୀ ମାନେ ଉପସ୍ଥିତ ରହିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଟେକ୍ନୋଓ୍ବାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁସନର ୧୦ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ 

masiha

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

masiha

ବହଳଦା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪

masiha

Leave a Comment

error: Content is protected !!