ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁହାଳଡାଙ୍ଗିରୀରେ ଧାନ ମଣ୍ଡି ଖୋଲିଲା

ଗୁହାଳଡାଙ୍ଗିରୀରେ ଧାନ ମଣ୍ଡି ଖୋଲିଲା

 ମୟୂରଭଞ୍ଜ – ୧୩/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ସିମାନ୍ତ ଗୁହାଳଡାଙ୍ଗିରୀ ଲ୍ଯାମ୍ପରେ ବୁଧବାର ଦିନ ଧାନମଣ୍ଡି ଉଦଘାଟିତ ହୋଇଯାଇଛି ।କ୍ୟାମ୍ପରେ ସଭାପତି ପୁର୍ଣଚନ୍ଦ୍ର ହେମ୍ବ୍ରମ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏଆରସିସି ରାମଚନ୍ଦ୍ର ବିଶ୍ବାଳ ଯୋଗ ଦେଇ ଧାନମଣ୍ଡି ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯଆମ୍ପରଏ ଏମଡି ପ୍ରଶାନ୍ତ ରାଜ, ଏମ ଆଇ ଉତ୍କଳ ମହାପାତ୍ର,ବଜାର ନିୟନ୍ତ୍ରିତ କମିଟି କର୍ମଚାରୀ ଦୀନେଶ ବେହେରା, ବିଭିନ୍ନ ଅଂଚଳର ୧୯ ଜଣ ଚାଷୀ,ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ ।ପ୍ରଥମ ଦଫାରେ ଆଜି ୧୯ ଜଣଙ୍କ ଚାଷୀଙ୍କ ଠାରୁ ୮୮୭ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଲ୍ଯଆମ୍ପସର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ କର୍ମଶାଳା

masiha

କଳାହାଣ୍ଡି ଉତ୍ସବ ପାଇଁ ‘ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତି’ର ପୂର୍ବ ପ୍ରସ୍ତୁତି ବୈଠକ

masiha

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!