ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷକ ସତ୍ୟାନନ୍ଦ ଦାସଙ୍କ ପରଲୋକ 

ଆଦର୍ଶ ଶିକ୍ଷକ ସତ୍ୟାନନ୍ଦ ଦାସଙ୍କ ପରଲୋକ 

କାମାକ୍ଷାନଗର (ମନିସ,)13/12/23 //ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଆଳତୁମା ଗ୍ରାମର ଦଶ ନମ୍ବର ୱାର୍ଡ ପାଇକ ସାହିର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ସତ୍ୟାନନ୍ଦ ସାର ଙ୍କ ର ଆଜି ସଖାଳ ପାଞ୍ଚ ଘଟିକା ଦଶମିନଟ ସମୟରେ କଟକ ମେଡିକାଲ ରେ ବ୍ରେନ ହାମ୍ରେଜ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ 77. ବୟସରେ ଅକାଳ ବିୟୋଗ ହୋଇଛି, ସତ୍ୟାନନ୍ଦ ସାର ଙ୍କ ବିୟୋଗରେ ଝୁରୁଛି ଆଳତୁମା ଗାଁ ସହିତ ସମଗ୍ର କାମାକ୍ଷାନଗର ବାସୀ, ସେ ଏମିତି ଏକ ବ୍ୟକ୍ତି ଥିଲେ ଜେ ଚାଲି ଚାଲି ବିଦ୍ୟାଳୟ କୁ ଯାଉଥିଲେ ପିଲାଦିନେ ସାଇକେଲ ଶିଖୁଥିବା ସମୟରେ ସାଇକେଲ ରୁ ପଡି ଆହତ ହୋଇଥିବାର ଦେଖି ତାଙ୍କ ବାପା ତାଙ୍କୁ ବାରଣ କରିଥିଲେ ସାଇକେଲ ନ ଚଳାଇବା ପାଇଁ ସେହି ଦିନ ଠାରୁ ସାଇକେଲ ଚଳାଇବା ଭୁଲିଗଲେ ସତ୍ୟାନନ୍ଦ ସାର ଶିକ୍ଷକ ଚାକିରୀ ମଧ୍ୟ କଲେ ଅବସର ମଧ୍ୟ ହେଲେ ତଥାପି ସାଇ କେଲ କିମ୍ବା ମଟର ସାଇକେଲ ଆଉ ଚଳାଇଲେ ନାହିଁ ତାଙ୍କ ସମୟରେ ଆଳତୁମା ଗାଁରେ ଶିକ୍ଷା କ୍ଷେତ୍ରରେ ଅନେକ ଅଭିବୃଦ୍ଧି ହେବା ସହିତ ଗାଁ ପାଇଁ ଅଞ୍ଚଳ ପାଇଁ ସାମାଜିକ କାର୍ଯ୍ୟରେ ତାଙ୍କର ଅବଦାନ ଚିର ସ୍ମରଣିୟ ହୋଇ ରହିବ, ସହରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ର ବିକ୍ଷୋଭ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

masiha

ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା ରେ ଖାତିଗୁଡା ପୋଲିସ ତରଫରୁ ଜନସମ୍ପର୍କ ଓ ସଚେତନତା ଶିବିର

masiha

Leave a Comment

error: Content is protected !!