ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ନେଇ ସଚେତନତା

ସଡ଼କ ସୁରକ୍ଷା ନେଇ ସଚେତନତା

କାମାକ୍ଷାନଗର (ମନିସ )20/12/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ପି ବି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଆଇ ୱାଇ ଡି ପି ମାଧ୍ୟମ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ରମା ନାଥ ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମହା ବି ରୋଡ଼ ଥାନା ଆଇ ଆଇ ସି ଅନାଦି ଚରଣ ପଟ। ୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ହେଲମେଟ ପିନ୍ଧି ଗାଡ଼ି ଚଳାଉ ଥିଲେ ସେମାନଙ୍କୁ ସଚେତନ କରିବା ସହ ଗୋଲାପ ଫୁଲ ଓ ଚକୋଲେଟ ଦେଇକି ହେଲମେଟ ପିନ୍ଧି ଚଳାଇବାକୁ ଅନୁରୋଧ ମଧ୍ୟ କରୁଥିଲେ । ଏଥିରେ ଅଧ୍ୟାପକ ରବି ନାରାୟଣ ସାହୁ ଓ ପ୍ରତାପ ଚନ୍ଦ୍ର ରଣ। ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ କରାଯାଇ ଥିଲା । ଏଥିରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବହଳଦାରେ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ

Sunil Chandra Nayak

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା

Sunil Chandra Nayak

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!