ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ନେଇ ସଚେତନତା

ସଡ଼କ ସୁରକ୍ଷା ନେଇ ସଚେତନତା

କାମାକ୍ଷାନଗର (ମନିସ )20/12/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ପି ବି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଆଇ ୱାଇ ଡି ପି ମାଧ୍ୟମ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ରମା ନାଥ ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମହା ବି ରୋଡ଼ ଥାନା ଆଇ ଆଇ ସି ଅନାଦି ଚରଣ ପଟ। ୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ହେଲମେଟ ପିନ୍ଧି ଗାଡ଼ି ଚଳାଉ ଥିଲେ ସେମାନଙ୍କୁ ସଚେତନ କରିବା ସହ ଗୋଲାପ ଫୁଲ ଓ ଚକୋଲେଟ ଦେଇକି ହେଲମେଟ ପିନ୍ଧି ଚଳାଇବାକୁ ଅନୁରୋଧ ମଧ୍ୟ କରୁଥିଲେ । ଏଥିରେ ଅଧ୍ୟାପକ ରବି ନାରାୟଣ ସାହୁ ଓ ପ୍ରତାପ ଚନ୍ଦ୍ର ରଣ। ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ କରାଯାଇ ଥିଲା । ଏଥିରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

Leave a Comment

error: Content is protected !!