ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଛ ଚକା ଫାଟି ୨ ଆହତ

ପଛ ଚକା ଫାଟି ୨ ଆହତ

ବସ୍ତା ୨୫।୧୨: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ନଳବାହାର ନିକଟରେ ବାଇକର ପଛ ଚକା ଫାଟିଯିବାରୁ ଦୁଇ ବଙ୍ଗୀୟ ବାଇକ ରେସର ଆହତ ହୋଇଛନ୍ତି।ସୂଚନା ଅନୁସାରେ ଡ଼ବ୍ଲ୍ୟୁବି ୨୪ ଏଜେଡ଼୍ ୧୫୧୪ ନମ୍ବର ବିଶିଷ୍ଟ ଏକ ବାଇକରେ ୨ ବଙ୍ଗୀୟ ବାଇକ ରେସର ପୁରୀରୁ ବାହାରି କୋଲକାତା ଅଭିମୁଖେ ଯିବା ସମୟରେ ନଳବାହାର ନିକଟରେ ବାଇକର ପଛ ଚକା ଫାଟିଯିବାରୁ ଦୁହେଁ ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଦୁହିଙ୍କୁ ବସ୍ତା ହସ୍ପିଟାଲକୁ ପଠାଇଥିଲେ।ଦୁଇ ବାଇକ ରେସରଙ୍କର ପରିଚୟ ମିଳିପାରି ନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

masiha

ଶୁଣ୍ଢୀଗୁଡା ଗ୍ରାମରେ ନିଆଁ ଲାଗି ୧ ଟି ଧାନ ଗଦା ପୋଡି

Sunil Chandra Nayak

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ  ସଂପନ୍ନ 

Sunil Chandra Nayak

Leave a Comment

error: Content is protected !!