ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଛ ଚକା ଫାଟି ୨ ଆହତ

ପଛ ଚକା ଫାଟି ୨ ଆହତ

ବସ୍ତା ୨୫।୧୨: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ନଳବାହାର ନିକଟରେ ବାଇକର ପଛ ଚକା ଫାଟିଯିବାରୁ ଦୁଇ ବଙ୍ଗୀୟ ବାଇକ ରେସର ଆହତ ହୋଇଛନ୍ତି।ସୂଚନା ଅନୁସାରେ ଡ଼ବ୍ଲ୍ୟୁବି ୨୪ ଏଜେଡ଼୍ ୧୫୧୪ ନମ୍ବର ବିଶିଷ୍ଟ ଏକ ବାଇକରେ ୨ ବଙ୍ଗୀୟ ବାଇକ ରେସର ପୁରୀରୁ ବାହାରି କୋଲକାତା ଅଭିମୁଖେ ଯିବା ସମୟରେ ନଳବାହାର ନିକଟରେ ବାଇକର ପଛ ଚକା ଫାଟିଯିବାରୁ ଦୁହେଁ ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଦୁହିଙ୍କୁ ବସ୍ତା ହସ୍ପିଟାଲକୁ ପଠାଇଥିଲେ।ଦୁଇ ବାଇକ ରେସରଙ୍କର ପରିଚୟ ମିଳିପାରି ନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

masiha

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

Leave a Comment

error: Content is protected !!