ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

ହିନ୍ଦୋଳ:  ପବିତ୍ର ଐତିହାସିକ ଓଡ଼ିଶା ଦିବସ ଅବସରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ବିଧାୟିକା ସୀମାରାଣୀ ନାୟକ ଙ୍କ ଉପସ୍ଥିତି ରେବ୍ଲକ ଅଧ୍ୟକ୍ଷା ଭାବେ ସସ୍ମିତାରାଣୀ ନାୟକ ଦାୟିତ୍ବ ବହନ କରିଛନ୍ତି। ତତ୍ ସହିତ ପୁଷ୍ପ ଗୁଚ୍ଛ ଦ୍ୱାରା ସ୍ଵମ୍ବର୍ଦ୍ଧନା ଦିଆ ଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ବିଜେଡ଼ି ଦଳ ପକ୍ଷରୁ ସସ୍ମିତା ନାୟକ ବ୍ଲକ୍ ଅଧ୍ୟକ୍ଷା ଭାବରେ ନିର୍ଦ୍ବନ୍ଦ୍ବରେ ବିଜୟୀନି ହୋଇଥିଲେ। ଏଥି ପାଇଁ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟିଥିଲା।ଏଥିରେ ବହୁ ବିଜେଡ଼ି କର୍ମୀ ଓ ନେତୃବର୍ଗ ସାମିଲ୍ ହୋଇ ଥିଲେ ।

        ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନିହଲପ୍ରସାଦରେ ଲୁଟ୍ ହେଉଛି ଖଣିଜ ସଂପଦ , ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

Sunil Chandra Nayak

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

Sunil Chandra Nayak

ନିଶାଗ୍ରସ୍ତ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Sunil Chandra Nayak

Leave a Comment

error: Content is protected !!