ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ଦିବସ ପାଳିତ

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ ପରିସର ସଭା ଗୃହ ରେ ଆଜି ପବିତ୍ର ଉତ୍କଳ ଦିବସ ପାଳିତ ହୋଇ ଯାଇଅଛି। ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ଐତିହାସିକ ଦିବସ ରେ ଓଡ଼ିଆ ଭାଷା ର ଅସ୍ମିତା କୁ ଅନୁଭବ କରି ରାଷ୍ଟ୍ରୀୟ ଇତିବୃତି ରେ ସଭିଏଁ ସାମିଲ୍ ହେବାକୁ ପ୍ରତିଜ୍ଞା ନେଇଥିଲେ ।

     ଉକ୍ତ ଦିବସ ରେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ ଙ୍କ ସମେତ ବିଡିଓ କ୍ଷୀରବ୍ଧୀ ତନୟା ସାହୁ, ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ନାୟକ, ଉପାଧ୍ୟକ୍ଷ ବରୁଣ ସର, ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦେହୁରୀ, ସଭ୍ୟା ମାମଲି ଦାଶ, ଉର୍ମିଳା ବେହେରା, ମାମତାଞ୍ଜଳି ବେହେରା ଓ ସମିତି ସଭ୍ୟ ସଭ୍ୟା, ଜନସାଧାରଣ ପ୍ରଭୃତି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତି ଙ୍କ ରିପୋର୍ଟ ।

Related posts

କୃତ୍ରିମ ବନୀକରଣ ୨୦୨୨-୨୩ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଵ୍ରହ୍ମପୁର ମୁଖ୍ୟ ବନ ସରଂକ୍ଷକ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନୂଆ ସକାଳ

Sunil Chandra Nayak

ବେଣୁଧର ସୁତାର ଙ୍କ କବିତା – ପ୍ରୀତି ର ବସନ୍ତ

Sunil Chandra Nayak

Leave a Comment

error: Content is protected !!