ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିପୂର୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢ଼େଙ୍କାନାଳ: ଗତ ମାସ ୩୧ତାରିଖଠାରୁ ଏପ୍ରିଲ୍ ଏକ ତାରିଖ ପର୍ଯ୍ୟନ୍ତ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ର ମାଆ ମଙ୍ଗଳା ଙ୍କ ସନ୍ନିକଟ ସତ୍ୟ ନାରାୟଣ ପାଲା ମଣ୍ଡପ ରେ ତିନି ଦିନ ଧରି ସାଂସ୍କୃତିକ କାର୍ଯକ୍ରମ ପାଲା ଅନୁଷ୍ଠିତ ହେଉଅଛି। ଉକ୍ତ ଆଧ୍ୟାତ୍ମିକ ଓ ସାରସ୍ଵତ ପରିବେଶ କୁ ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ର ସ୍ୱନାମଧନ୍ୟ ଗାୟକ ସୁଧାକର ଯୁଧିଷ୍ଠିର ପରିଡ଼ା ପାଲା ପରିବେଷଣ କରୁଛନ୍ତି। ତତ୍ ସହିତ ଓଡ଼ିଆ ଭାଷା ଓ ସଂସ୍କୃତିର ବାର୍ତ୍ତା ପ୍ରଚାର କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ସ୍ଥାନୀୟ ଅଞ୍ଚଳ ଓ ଗ୍ରାମ ର କିଛି ଆଧ୍ୟାତ୍ମିକ ବ୍ୟକ୍ତି ଓ ବ୍ୟବସାୟୀ ଙ୍କ ଆପ୍ରାଣ ଉଦ୍ୟମରେ ଏହି ପବିତ୍ର ଅନୁଷ୍ଠାନ ଏଯାବତ୍ ବଞ୍ଚେଇ ରଖିଛନ୍ତି। ସ୍ବାଧିନ ଭାବେ ଶିକ୍ଷାଦାନ କରୁଥିବା ଶ୍ରୀଯୁକ୍ତ ଯୁଧିଷ୍ଠିର ମହାରଣା ଙ୍କ ପୃଷ୍ଠପୋଷକତାରେ ଏହି ପବିତ୍ର ଅନୁଷ୍ଠାନ ଗଢି ଉଠିଛି।

     ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଢେଙ୍କାନାଳ – ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ମିଶନ ଶକ୍ତି ଜରିଆରେ ପାରମ୍ପରିକ ଆଦିବାସୀ ଖାଦ୍ୟ ସମ୍ପର୍କିତ ନିଆରା କାର୍ଯ୍ୟକ୍ରମ

କଣ୍ଟାଗାଁ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂଆଖାଇ ଭେଟଘାଟ

Sunil Chandra Nayak

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା  ପଟ୍ଟା

Leave a Comment

error: Content is protected !!