ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଙ୍କ ମାତୃ ବିୟୋଗ

ଜୁନାଗଡ଼ ୧୩/୧୨( ମ ନି ସ )  ଜୁନାଗଡ଼ ସହରସ୍ଥିତ ଫତେନଗର ପଡା ର ସମାଜସେବୀ ଉଦୟ ନାଥ ଦାସ ଙ୍କ ମାତା ତିଲ୍ଲୋତ୍ତମା ଦାସ ଙ୍କ ର ଭବାନୀପାଟଣା ମନ୍ଦାର ବଗିଚା ପଡା ରେ ଥିବା ନିଜ ବାସ ଭବନ ରେ ଦେହାନ୍ତ ହୋଇ ଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ୬୯ବର୍ଷ ବୟସ ହୋଇଥିଲା l ସେ ଦୀର୍ଘ ଦିନ ରୁ ପlରାଲିସିସ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ଥିଲେ l ମୃତ୍ୟୁ ପରେ ତାଙ୍କୁ ପୁରୀ ଧାମ କୁ ନେଇ ସ୍ଵର୍ଗଦ୍ୱାର ରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା l ବଡ଼ ପୁଅ ଉଦୟ ଦାସ ମୁଖାଗ୍ନି ଦେଇଥିଲେ l ଅନ୍ତିମ ସତ୍କାର ସମୟରେ ପରିବାର ବର୍ଗ ଏବଂ ସମ୍ପର୍କୀୟ ମାନେ ଉପସ୍ଥିତ ରହିଥିଲେ l ସେ ଜଣେ ଧର୍ମ ପରାୟଣl ମହିଳା ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କଲେ ଜିଲ୍ଲା ଓକିଲ ସଙ୍ଘ 

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ତାରୁଣ୍ୟ ସ୍ମାରକି ଲୁଚି ଗଲା 

Sunil Chandra Nayak

ନୀଳଗିରିକୁ ମରୁଡି ଅଞ୍ଚଳ ଘୋଷଣା ଦାବି ନେଇ ସିପିଆଇ(CPI) ର ଗଣ ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!