ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଏଏସଆଇ ରେବତୀ ଦୂର୍ଗା ପାଇଲେ ଡିଜିପି ସମ୍ମାନ

ନୂଆପଡା : ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା ଖଡ଼ିଆଳ ଏଏସଆଇ ରେବତୀ ଦୂର୍ଗା ପାଇଲେ ଡିଜିପି ସମ୍ମାନ। ଭୁବନେଶ୍ବର ଠାରେ ଡିଜିପି ସୁନୀଲ କୁମାର ବଂଶଲ ଏହି ସମ୍ମାନ ପ୍ରଦାନ କରିଛନ୍ତି। ରେବତି ଦୂର୍ଗା ତାଙ୍କ କାର୍ଯ୍ୟ ଜୀବନରେ ଅନେକ ଉଲ୍ଳେଖନିୟ କାର୍ଯ୍ୟ ପାଇଁ ସମ୍ମାନ ପାଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ୬୮ ତମ ବନ୍ୟପ୍ରାଣୀ ସପ୍ତାହ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦୟାର୍ଦ୍ଧ ମଣିଷ

Leave a Comment

error: Content is protected !!