ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ପାଇଲେ ଡିଜିପି ସମ୍ମାନ

ନୂଆପଡା: ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ପାଇଲେ ଡିଜିପି ସମ୍ମାନ। ଭୁବନେଶ୍ବର ଠାରେ ଡିଜିପି ସୁନୀଲ କୁମାର ବଂଶଲ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୁନୀଲ କୁମାର ଆଚାର୍ଯ୍ୟ ତାଙ୍କ କାର୍ଯ୍ୟ ଜୀବନରେ ଅନେକ ଉଲ୍ଳେଖନିୟ କାର୍ଯ୍ୟ ପାଇଁ ସମ୍ମାନ ପାଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜଙ୍ଗଲୀ ବାରିଆ ଛୁଆ ଧରି ବନ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମ ବାସୀ

Sunil Chandra Nayak

ପଞ୍ଚାୟତ ମହାବିଦ୍ୟାଳୟରେ +୨ ଛାତ୍ରୀଙ୍କ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ ଯାପିତ

Sunil Chandra Nayak

ଜଂଗଲି କନ୍ଦା କୁ ନେଇ ଗ୍ରାହକ ଟଣାଅଟରା

Sunil Chandra Nayak

Leave a Comment

error: Content is protected !!