ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋହିରାପଦର ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ସୂଚନା 

ରୁପ୍ରା, (ମ.ନି.ସ): କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ବଡଧାରପୁର ନିକଟରେ ତିନୋଟି ଟ୍ରକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାର ଦିନକ ପରେ ଗୋହିରାପଦର ନିକଟ ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ଜଣାପଡିଛି । AP 39 9666 ନମ୍ୱରର ଏକ ଟ୍ରକ୍ ଆଜି ଭୋରରୁ ମ.ରାମପୁର ପଟୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବର୍ତ୍ତମାନ ଦୁର୍ଘଟଣା ସ୍ଥଳରେ ନର୍ଲା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରୁ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

ବିଦ୍ଯାଳୟ ପାଳନ କଲା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

କବିତା – ଉତ୍କଳେ ନାହିଁ ନେତା ଙ୍କ ପ୍ରୟୋଜନ

Sunil Chandra Nayak

Leave a Comment

error: Content is protected !!