ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗର ବିଜେପିର ମିଶ୍ରଣ ପର୍ବ

କାମାକ୍ଷାନଗର ବିଜେପିର ମିଶ୍ରଣ ପର୍ବ

କାମାକ୍ଷାନଗର (ମନିସ )20/1/24 // ଭୁବନ ବ୍ଲକ ଅନ୍ତର୍ଗତ ଅରଖପାଳ ପଂଚାୟତ ରୁ ବିଜେଡ଼ି ଦଳରୁ 25 ଜଣ ନେତା ଓ କର୍ମୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା ଙ୍କ ନେତୃତ୍ୱ ରେ ବିଜେପି ରେ ଯୋଗଦାନ ଦେଇଛନ୍ତି! ଶ୍ରୀ ଜେନା କହିଥିଲେ ଏହା ଦ୍ୱାରା ଦଳର ସଂଗଠନ ସୁଦୃଢ ହୋଇ ଆଗାମୀ ସାଧାରଣ ନିର୍ବାଚନରେ ଏହା ଦଳ ପାଁଇ ଶୁଭାଙ୍କର ହେବ! ଅରଖପାଳ ଗ୍ରାମ କୋଠ ଘର ଠାରେ ମଣ୍ଡଳ ସଭାପତି ମହେଶ୍ୱର ପରିଡା ଙ୍କ ଅଧକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂତନ ଭାବେ ଯୋଗ ଦେଇଥିବା 25 ଜଣଙ୍କୁ ଦଳ ତରଫରୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ଯୁବ ନେତା ଚନ୍ଦନ ବେହେରା, ଯମୁନାକୋଟ ସରପଞ୍ଚ ରଞ୍ଜନ ବାରିକ, କ୍ରିଷ୍ଣା ବରାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ଦାସ,ଅଭୟ ନାୟକ, ଅଭିମନ୍ୟୁ ମଲ୍ଲିକ, ବରୁଣ ମଲ୍ଲିକ, ଗୋବିନ୍ଦ ମଲ୍ଲିକ ଙ୍କ ସହିତ ଦଳୀୟ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମା ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ବିଧାୟକ ପ୍ରାର୍ଥିନୀ

masiha

ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେପି ଛାଡି ବିଜେଡି ରେ ଯୋଗଦାନ

masiha

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

Leave a Comment

error: Content is protected !!