ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲ୍ଲୀ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ

ଗୋଳାମୁଣ୍ଡା/ମସିହା ନିଉଜ୍, ୧/୪/୨୨/ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଇ ଥିବା ବେଳେ ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ପଂଚାୟତ ର ପଲ୍ଲୀ ବିକାଶ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ଉତ୍କଳ ଦିବସ ପାଳନ କରାଯାଇ ଥିଲା,ଏହି ଅବସରେ ସଂସ୍ଥାର ସଂକ୍ରିୟ କର୍ମକର୍ତ୍ତା ମାନେ ନିଃସ୍ୱାର୍ଥପର ଭାବରେ ଅଞ୍ଚଳରେ ଥିବା ଗରୀବ ଖଟିଖିଆ, କୁଳିମଞ୍ଜୁରିଆ ମାନଙ୍କ ପାଇଁ ସାହାଯ୍ୟ କରିବା ପାଇଁ ସଂକଳ୍ପ ନିଆ ଯାଇଥିଲା,ଉକ୍ତ ସଭାରେ ସମାଜ ସେବୀ ଦେବେନ୍ଦ୍ର ପଧାନ, ବବୂବାହନ ପଧାନ, ବିଷୁପ୍ରସାଦ ଦୁର୍ଗା,ଶଶାଙ୍କ ସାବତ,ସତ୍ୟ ପଧାନ, ଉଦିଆ ନିଆଲ,ଓ ଯୀଶୁ ଘି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପଲ୍ଲୀ ବିକାଶ ସଂଯୋଜକ ଠାକୁର କୁମାର ନିଆଲ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ,

Related posts

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଖୁଲମ ଖୁଲା ପଡିଛି ଟ୍ରାନ୍ସଫର୍ମର : ସବୁ ଦେଖି ଅଧିକାରୀ ଚୁପ 

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

Leave a Comment

error: Content is protected !!