ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

 କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ନୂଆ ଓ କାଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ପ୍ରାଧ୍ୟପକ ବରଦା ପ୍ରସାଦ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତି ର ଗବେଷକ ଜ୍ଞାନ ରଞ୍ଜନ ବିଶାରଦ ଛାତ୍ର ଛାତ୍ରୀ ଙ୍କୁ ଜଗନ୍ନାଥ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜ୍ଞାନ ଉପରେ ବକ୍ତବ୍ୟପ୍ରଦାନ କରିଥିଲେ l ସଂମ୍ମାନିତ ଅତିଥିଭାବେ ପ୍ରାଥନା ଚାନେଲ ରେ ପ୍ରସାରିତ ଜ୍ଞାନ ଗୁରୁ ର ବିଜେତା ସଂସ୍କୃତି ପ୍ରେମୀ ବିକ୍ରମ କେଶରୀ ନାଥ ଶିକ୍ଷାଥି ମାନଙ୍କୁ ସୃଜନଶିଳତା ର ପ୍ରତିଭା ସମ୍ପର୍କ ରେ ଆଲୋକପାତ କରିଥିଲେ l ଅଧ୍ୟାପକ ଉତ୍ତମ କୁମାର ନାୟକ କାଯ୍ୟକ୍ରମ ପରିଚାଳନା କରିଥିବାବେଳେ, ଅଧ୍ୟାପକ ଗୌତମ ରାଉତ, ଗୁରୁପ୍ରସାଦ ପରିଡା, ଜଗବନ୍ଧୁ ମଲିକ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଅଧ୍ୟାପିକା କ୍ରିଷ୍ଟା ରାଣୀ କଳା ଧନ୍ୟବାଦ ପ୍ରଦାନ କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

masiha

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

masiha

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!